0 Comment
ମୁମ୍ବାଇ : ଶନିବାର ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ଦିନିକିଆ। ପ୍ରଥମ ମ୍ୟାଚରେ ବ୍ୟାଟିଂ କ୍ରମକୁ ନେଇ ପରୀକ୍ଷା ନିରୀକ୍ଷା କରିବା ପରେ ଆଜି ଖେଳାଯିବାକୁ ଥିବା ଦ୍ବିତୀୟ ଦିନିକିଆରେ ଭାରତୀୟ ଦଳ ଅସଲ ବ୍ୟାଟିଂ କ୍ରମକୁ ନେଇ ଖେଳିପାରେ। କାରଣ ଏହି ମ୍ୟାଚ୍ ଜିତିଲେ ଭାରତ ଆଗୁଆ ଶୃଙ୍ଖଳା ଜିତିପାରିବ। ବିଶ୍ବକପ୍ ପୂର୍ବରୁ ପ୍ରତ୍ୟେକ ମ୍ୟାଚ୍ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଯେଉଁମାନେ ବି ସୁଯୋଗ ପାଉଛନ୍ତି । ସେମାନଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ। ପ୍ରଥମ ମ୍ୟାଚରେ... Read More