0 Comment
ନୂଆଦିଲ୍ଲୀ : ଆଇପିଏଲ ୨୦୨୫ ମେଗା ଅକ୍ସନ ପୂର୍ବରୁ ବଡ଼ ପଦକ୍ଷେପ ନେଇଛି ବିସିସିଆଇ। ଖେଳାଳିଙ୍କୁ ବିସିସିଆଇ ଦେଇଛି ୨ ବର୍ଷର ବ୍ୟାନ ଚେତାବନୀ। ଯଦି କୌଣସି ଖେଳାଳି ଆଇପିଏଲରେ ନିଲାମ ହେବା ପରେ ବ୍ୟକ୍ତିଗତ କାରଣ ପାଇଁ ଟୁର୍ଣ୍ଣାମେଣ୍ଟରୁ ଓହରି ଯିବେ, ତା’ହେଲେ ସେମାନଙ୍କୁ ୨ ବର୍ଷ ପାଇଁ ବ୍ୟାନ କରାଯିବ ବୋଲି ବିସିସିଆଇ କହିଛି। ତେବେ ନିଲାମ ପରେ ଆହତ କିମ୍ବା ଅନ୍ୟ କୌଣସି ମେଡିକାଲ ଗ୍ରାଉଣ୍ଡରେ ଖେଳାଳିଙ୍କୁ ଟୁର୍ଣ୍ଣାମେଣ୍ଟରୁ ନାଁ ପ୍ରତ୍ୟାହାର ପାଇଁ... Read More