0 Comment
ଦୋହା : ଆଜି ଭାରତ-ବାଂଲାଦେଶ ଶେଷ ଦିନିକିଆ । ପ୍ରଥମ ଦୁଇ ଦିନିକିଆରେ ବାଂଲାଦେଶଠୁ ଶୋଚନୀୟ ଭାବେ ପରାସ୍ତ ହୋଇ ଶୃଙ୍ଖଳା ହାରିବା ପରେ ତୃତୀୟ ତଥା ଶେଷ ମ୍ୟାଚ୍ ଜିତି ସମ୍ମାନ ରଖିବା ଲକ୍ଷ୍ୟରେ ଖେଳିବ ଭାରତୀୟ ଦଳ। ବାରମ୍ବାର ଦଳ ଫିଟ୍ନେସ୍ ସମସ୍ୟାର ସାମ୍ନା କରୁଥିଲା ବେଳେ ଅଧିନାୟକ ରୋହିତ ଶର୍ମା, କୁଲଦୀପ ସେନ୍ ଓ ଦୀପକ ଚହର ଆହତ ଯୋଗୁ ତୃତୀୟ ଦିନିକିଆରୁ ବାଦ୍ ପଡ଼ିଛନ୍ତି। ଏଭଳିସ୍ଥିତିରେ ଦଳକୁ ଶେଷ ମ୍ୟାଚ୍ ଜିତିବା... Read More