0 Comment
ନୂଆଦିଲ୍ଲୀ: ଦେଶରେ ଦିନକରେ କୋଭିଡ-୧୯ର ୫,୧୦୮ ନୂଆ ମାମଲା ରିପୋର୍ଟ ହୋଇଛି । ଏଥିସହ ଦେଶରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୪୫,୧୦,୦୫୭ କୁ ବୃଦ୍ଧି ପାଇଥିବାବେଳେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୬,୩୪୭ ରୁ ୪୫,୭୪୯ କୁ ହ୍ରାସ ପାଇଛି । ବୁଧବାର ସକାଳ ୮ ଟାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଅଦ୍ୟତନ ତଥ୍ୟରେ ଏହି ସୂଚନା ଦିଆଯାଇଛି। ତଥ୍ୟ ଅନୁଯାୟୀ, କୋଭିଡରେ ଆଉ ୧୯ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ... Read More