0 Comment
ନୂଆଦିଲ୍ଲୀ: ନିର୍ବାଚନ ସମୟରେ ମାଗଣା ଯୋଜନା (ଫ୍ରିବିସ୍) ଘୋଷଣା ଏବଂ ଏହାର କାର୍ଯ୍ୟକାରିତା ଯୋଗୁଁ ଅର୍ଥ ବ୍ୟବସ୍ଥା ଉପରେ ପଡୁଥିବା ପ୍ରଭାବ ସମ୍ପର୍କରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାକୁ ତିନିଜଣିଆ ଖଣ୍ଡପୀଠକୁ ପଠାଇଛନ୍ତି। ଏହି ମାମଲାରେ ଉଭୟ ନିର୍ବାଚନ ଆୟୋଗ ଏବଂ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ନିଜର ପକ୍ଷ ଉପସ୍ଥାପନ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା କହିଛନ୍ତି ଯେ ଏହି ପ୍ରସଙ୍ଗରେ ବିସ୍ତୃତ ଶୁଣାଣି ଆବଶ୍ୟକ। ନିର୍ବାଚନରେ... Read More