0 Comment
ପୁରୀ – ନୂଆବର୍ଷରୁ ଶ୍ରୀମନ୍ଦିରରେ ପାନ, ଗୁଟ୍ଖା ସମ୍ପୂର୍ଣ୍ଣ ନିଷେଧ କରାଯିବ । ଏଥିସହ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ନିୟମ କଡ଼ାକଡି ଭାବେ ପାଳନ କରାଯିବ । ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ପାଇଁ ଉତ୍ତର ଦ୍ୱାରରେ ରାମ୍ପ ବ୍ୟବସ୍ଥା କରାଯିବ । ନୂଆବର୍ଷ ପୂର୍ବଦିନ ଅର୍ଥାତ୍ ଡିସେମ୍ବର ୩୧ ତାରିଖ ରାତିରେ ଆବଶ୍ୟକ ହେଲେ ଶ୍ରୀଜିଉମାନଙ୍କ ରାତ୍ର ପହୁଡ଼ ହେବନାହିଁ। ଆଜି ବସିଥିବା ଶ୍ରୀମନ୍ଦିର ନୀତି ସବ୍ କମିଟି ବୈଠକରେ ଏସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ... Read More