0 Comment
ଭୁବନେଶ୍ୱର : ରାଜ୍ୟରେ ବନ୍ୟା ବିତ୍ପାତ ଜାରି ରହିଛି । ଏହାରି ମଧ୍ୟରେ ବନ୍ୟା ସମ୍ପର୍କିତ ପ୍ରାଥମିକ ରିପୋର୍ଟ ଆସିଛି । ରିପୋର୍ଟ ଅନୁସାରେ ବନ୍ୟାରେ ୧୩ ଜିଲାର ୭୧ ବ୍ଲକ କ୍ଷତିଗ୍ରସ୍ତ ହୋଇଛି । ୨୦୬୬ ଟି ଗାଁ କ୍ଷତିଗ୍ରସ୍ତ ହୋଇଛି । ଏବେ ସୁଦ୍ଧା ୪୭୦ଟି ଗାଁ ଜଳଘେରରେ ଥିବା ବେଳେ ୨ ଲକ୍ଷ ୫୫ ହଜାର ୩୨୫ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ସେହିଭଳି ୫ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ... Read More