0 Comment
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଇଟି ଟାୱାର ପରିଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ । ସୋମବାର ସକାଳେ ସତ୍ୟ ନଗର ସ୍ଥିତ ନୂଆ ବିଏମସି ବିଲଡିଂ ଏବଂ ‘ଓ’ ହବ୍ ଅଗ୍ରଗତିର ସମୀକ୍ଷା କରିଛନ୍ତି। ଯଥାକ୍ରମେ ଡେଲଏଟ୍ ଓ ଆଇବିଏମ ଦ୍ଵାରା କାର୍ଯ୍ୟକ୍ଷମ ହେବାକୁ ଥିବା ସମୟସୀମା ମଧ୍ୟରେ ନୂଆ ଡେଭଲପମେଣ୍ଟ ସେଣ୍ଟରର ନିର୍ମାଣ କାର୍ଯ୍ୟ ଶେଷ ହେବା ଉପରେ ଗୁରୁତ୍ଵାରୋପ କରିଥିଲେ ୫-ଟି ସଚିବ । ଦୁଇ ବଡ଼ ବହୁରାଷ୍ଟ୍ରୀୟ... Read More