ଛତିଶଗଡ଼ : ଛତିଶଗଡ ଖୋଲିଦେଲା କଲମା ବ୍ୟାରେଜ । କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ୍ ଖୋଲିଦେଲା ଛତିଶଗଡ । ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ସମସ୍ତ ଗେଟ୍ ଖୋଲାଯାଇଛି । ଫଳରେ ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର। ଜଳଭଣ୍ଡାରକୁ ବର୍ତ୍ତମାନ ୧ ଲକ୍ଷ ୧୮ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୦୩. ୬୭ ଫୁଟ। ତେବେ କଲମାର ସମସ୍ତ ଗେଟ୍ ଖୋଲିଲେ ମଧ୍ୟ ହୀରାକୁଦ ଜଳଭଣ୍ଡାରକୁ କୌଣସି ବିପଦ ନାହିଁ ବୋଲି କହିଛନ୍ତି ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ।
June 30, 2023
0 Comment
177 Views
ପୁଣି ଛତିଶଗଡ଼ର ମନମାନି : ଖୋଲିଦେଲା କଲମା ବ୍ୟାରେଜର ସବୁ ଗେଟ୍, ବଢ଼ିଲା ହୀରାକୁଦ ଜଳସ୍ତର
by Editor
ଛତିଶଗଡ଼ : ଛତିଶଗଡ ଖୋଲିଦେଲା କଲମା ବ୍ୟାରେଜ । କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ୍ ଖୋଲିଦେଲା ଛତିଶଗଡ । ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ସମସ୍ତ ଗେଟ୍ ଖୋଲାଯାଇଛି । ଫଳରେ ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର। ଜଳଭଣ୍ଡାରକୁ ବର୍ତ୍ତମାନ ୧ ଲକ୍ଷ ୧୮ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୦୩. ୬୭ ଫୁଟ। ତେବେ କଲମାର ସମସ୍ତ ଗେଟ୍ ଖୋଲିଲେ ମଧ୍ୟ ହୀରାକୁଦ ଜଳଭଣ୍ଡାରକୁ କୌଣସି... Read More