ଭୁବନେଶ୍ୱର : ସଂସଦ ହେଉଛି ଗଣତନ୍ତ୍ରର ଆଧାର ଶିଳା । ସଂସଦରେ ପ୍ରତିଫଳିତ ହୁଏ ଜନତାଙ୍କ ସ୍ୱର। ଆନ୍ତର୍ଜାତିକ ସଂସଦ ପଦ୍ଧତି ଦିବସ ଅବସରରେ ବାର୍ତ୍ତା ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକଙ୍କ ଆଶା ଓ ଆଂକାକ୍ଷା ପୂରଣ ପାଇଁ ସଂସଦୀୟ ଗଣତନ୍ତ୍ର ପଦ୍ଧତିକୁ ସୁଦୃଢ କରିବା ନିମନ୍ତେ ସଂକଳ୍ପ ନେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ଜନତାଙ୍କ ଅଧିକରୁ ଅଧିକ ଭାଗିଦାରୀ ଉପରେ ଗୁରୁତ୍ଵାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ।

June 30, 2023
222 Views
ସଂସଦୀୟ ଗଣତନ୍ତ୍ର ମଜବୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ
by Editor