ଭୁବନେଶ୍ୱର : ମୁସଲିମ ସଂପ୍ରଦାୟର ପବିତ୍ର ରମଜାନ ମାସ ଆରମ୍ଭ ହୋଇଛି । ରମଜାନ ଉପଲକ୍ଷେ ରାଜ୍ୟର ସବୁ ମୁସଲିମ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପବିତ୍ର ମାସ ଆମ ଭାବନାକୁ ଶୁଦ୍ଧପୂତ କରିବା ସହ ସମସ୍ତଙ୍କ ପାଇଁ ଶାନ୍ତି, ସମୃଦ୍ଧି ଓ ସୁସ୍ୱାସ୍ଥ୍ୟ ଆଣୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
![](https://theajikali.com/wp-content/uploads/2023/03/WhatsApp-Image-2023-03-24-at-11.11.36-AM-e1679637013365-750x430-1.jpeg)
March 24, 2023
0 Comment
166 Views
ମୁସଲିମ ଭାଇ ଭଉଣୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରମଜାନ ମୁବାରକ
by Editor