ଭୁବନେଶ୍ୱର : ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଧ୍ୟାନଚାନ୍ଦଙ୍କ ଜନ୍ମଦିନକୁ ଜାତୀୟ କ୍ରୀଡା ଦିବସ ଭାବେ ବି ପାଳନ କରାଯାଏ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ହକି ପାଇଁ ଧ୍ୟାନଚାନ୍ଦଙ୍କ ଅବଦାନ ଓ କ୍ରୀଡା ପ୍ରତି ତାଙ୍କର ଉତ୍ସର୍ଗୀକୃତ ମନୋଭାବ ଲକ୍ଷ ଲକ୍ଷ କ୍ରୀଡାବିତଙ୍କୁ ପ୍ରେରଣା ଯୋଗାଉଥିବ ।
![](https://theajikali.com/wp-content/uploads/2023/08/Screenshot_2023-08-29-09-07-38-55_0b2fce7a16bf2b728d6ffa28c8d60efb-750x430-1.jpg)
August 29, 2023
0 Comment
102 Views
ଧ୍ୟାନଚାନ୍ଦ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
by Editor