କେନ୍ଦୁଝର, ଧରଣୀଧର ମହାବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର କୃଷ୍ଣ ଚନ୍ଦ୍ର ନାୟକଙ୍କ କଟକ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି। ସେ ତାଙ୍କ ନିଜ ଗ୍ରାମ ଜାଲିରେ ଏକ ହାତୀ ମୃତ୍ୟୁର ସ୍ମାରକୀ ହାତୀ ମିନାର ନିର୍ମାଣ କରି ହାତୀମାନଙ୍କ ସୁରକ୍ଷାର ସଚେତନତାର ବାର୍ତ୍ତା ଦେବା ସହ ଗବେଷଣାତ୍ମକ ପୁସ୍ତକ ମାଧ୍ୟମରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ବୋଲି ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ବିମ୍ବାଧର ବେହେରା କହିଛନ୍ତି । ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ସେ । ସେ ଜଣେ ବିଶିଷ୍ଟ ଗବେଷକ ଓ ସାହିତ୍ୟକ ଥିଲେ । ତାଙ୍କର ଦେହାନ୍ତରେ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।
August 21, 2023
0 Comment
220 Views
ଗବେଷକ ଓ ସାହିତ୍ୟକ ଡକ୍ଟର କୃଷ୍ଣ ଚନ୍ଦ୍ର ନାୟକଙ୍କ ଦେହାନ୍ତରେ କେନ୍ଦୁଝରେ ଶୋକ
କେନ୍ଦୁଝର, ଧରଣୀଧର ମହାବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର କୃଷ୍ଣ ଚନ୍ଦ୍ର ନାୟକଙ୍କ କଟକ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି। ସେ ତାଙ୍କ ନିଜ ଗ୍ରାମ ଜାଲିରେ ଏକ ହାତୀ ମୃତ୍ୟୁର ସ୍ମାରକୀ ହାତୀ ମିନାର ନିର୍ମାଣ କରି ହାତୀମାନଙ୍କ ସୁରକ୍ଷାର ସଚେତନତାର ବାର୍ତ୍ତା ଦେବା ସହ ଗବେଷଣାତ୍ମକ ପୁସ୍ତକ ମାଧ୍ୟମରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ବୋଲି ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ବିମ୍ବାଧର ବେହେରା କହିଛନ୍ତି । ଦୀର୍ଘ ଦିନ... Read More