ଭୁବନେଶ୍ୱର : ପ୍ରତ୍ୟେକ ବ୍ୟକ୍ତି ସମ୍ମାନ ଓ ଉଚିତ ବ୍ୟବହାର ପାଇବା ଯୋଗ୍ୟ। ବିଶ୍ୱ ମାନବାଧିକାର ଦିବସ ଉପଲକ୍ଷେ ବାର୍ତ୍ତା ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜିର ଦିନରେ ଅସମାନତା, ଭେଦଭାବ ଦୂର କରି ମାନବାଧିକାରର ସୁରକ୍ଷା କରିବାକୁ ପୁଣି ଥରେ ସଂକଳ୍ପ ନେବା ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଶେଷ କରି ସମାଜର ଦୁର୍ବଳ ବର୍ଗଙ୍କ ଅଧିକାରର ସୁରକ୍ଷା ଦିଗରେ ବ୍ରତୀ ହୋଇ ଏକ ନ୍ୟାୟପୂର୍ଣ୍ଣ ଓ ସମାବେଶୀ ସମାଜ ନିଶ୍ଚିତ କରିବା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

December 10, 2022
0 Comment
303 Views
ପ୍ରତ୍ୟେକ ବ୍ୟକ୍ତି ଉଚିତ ବ୍ୟବହାର ଓ ସମ୍ମାନର ଯୋଗ୍ୟ : ମୁଖ୍ୟମନ୍ତ୍ରୀ
by Editor
ଭୁବନେଶ୍ୱର : ପ୍ରତ୍ୟେକ ବ୍ୟକ୍ତି ସମ୍ମାନ ଓ ଉଚିତ ବ୍ୟବହାର ପାଇବା ଯୋଗ୍ୟ। ବିଶ୍ୱ ମାନବାଧିକାର ଦିବସ ଉପଲକ୍ଷେ ବାର୍ତ୍ତା ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜିର ଦିନରେ ଅସମାନତା, ଭେଦଭାବ ଦୂର କରି ମାନବାଧିକାରର ସୁରକ୍ଷା କରିବାକୁ ପୁଣି ଥରେ ସଂକଳ୍ପ ନେବା ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଶେଷ କରି ସମାଜର ଦୁର୍ବଳ ବର୍ଗଙ୍କ ଅଧିକାରର ସୁରକ୍ଷା ଦିଗରେ ବ୍ରତୀ ହୋଇ ଏକ ନ୍ୟାୟପୂର୍ଣ୍ଣ ଓ ସମାବେଶୀ ସମାଜ ନିଶ୍ଚିତ... Read More