ଭୁବନେଶ୍ବର : ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ର ଆୟୋଜକ ଭାରତର କ୍ବାର୍ଟର ଫାଇନାଲ୍ ଖେଳିବା ଅଶା ଚୂରମାର୍। ପ୍ରଥମ ମ୍ୟାଚ୍ରେ ଆମେରିକାଠୁ ୮-୦ ଗୋଲରେ ଲଜ୍ଜାଜନକ ପରାଜୟ ବରଣ କରିଥିବା ଭାରତୀୟ ଯୁବା ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ମରୋକ୍କୋ ବିପକ୍ଷ ମ୍ୟାଚ୍କୁ ୩-୦ ଗୋଲ୍ରେ ହାରିଯାଇଛି। ମରକ୍କୋ ଠାରୁ ଭାରତ ହାରିବା ପରେ କ୍ୱାର୍ଟର ଫାଇନାଲ ଦୌଡରୁ ବାଦ ପଡିଛି ଭାରତୀୟ ଟିମ୍ । ଏଥିସହ ଭାରତ ମଧ୍ୟ ଦୁଇଟି ମ୍ୟାଚ୍ ଖେଳି ବିଜୟଶୂନ୍ୟ ଏବଂ ଗୋଲ୍ଶୂନ୍ୟ ରହିଛି। ଅନ୍ୟପକ୍ଷରେ ପ୍ରଥମ ଥର ବିଶ୍ବକପ୍ ଖେଳିବାକୁ ଆସିଥିବା ମରୋକ୍କୋ ଐତିହାସିକ ବିଜୟ ସହ କ୍ବାର୍ଟର ଫାଇନାଲ୍ ଆଶା ବଳବତ୍ତର ରଖିଛି। ବିଜୟୀ ଦଳର ସାମ୍ୟା ମାସ୍ନୋଇ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସେହିପରି ଆସନ୍ତା ୧୭ ତାରିଖରେ ସମ୍ମାନ ରଖିବା ପାଇଁ ବ୍ରାଜିଲ ବିପକ୍ଷରେ ଖେଳିବ ଭାରତ
October 15, 2022
0 Comment
181 Views
ଫିଫା ୧୭ ବର୍ଷରୁ କମ୍ ବିଶ୍ବକପ୍: ମରୋକ୍କୋ ଠାରୁ ୩-୦ରେ ହାରିଲା ଭାରତ
by Editor
ଭୁବନେଶ୍ବର : ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ର ଆୟୋଜକ ଭାରତର କ୍ବାର୍ଟର ଫାଇନାଲ୍ ଖେଳିବା ଅଶା ଚୂରମାର୍। ପ୍ରଥମ ମ୍ୟାଚ୍ରେ ଆମେରିକାଠୁ ୮-୦ ଗୋଲରେ ଲଜ୍ଜାଜନକ ପରାଜୟ ବରଣ କରିଥିବା ଭାରତୀୟ ଯୁବା ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ମରୋକ୍କୋ ବିପକ୍ଷ ମ୍ୟାଚ୍କୁ ୩-୦ ଗୋଲ୍ରେ ହାରିଯାଇଛି। ମରକ୍କୋ ଠାରୁ ଭାରତ ହାରିବା ପରେ କ୍ୱାର୍ଟର ଫାଇନାଲ ଦୌଡରୁ ବାଦ ପଡିଛି ଭାରତୀୟ ଟିମ୍ । ଏଥିସହ ଭାରତ ମଧ୍ୟ ଦୁଇଟି ମ୍ୟାଚ୍ ଖେଳି ବିଜୟଶୂନ୍ୟ... Read More