ଭୁବନେଶ୍ୱର – ବିଜେଡିର ମିଶ୍ରଣ ପର୍ବ । ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି କେନ୍ଦୁଝର ପାଟଣାର ପୂର୍ବତନ ବିଧାୟକ ପ୍ରାର୍ଥୀ ଭବାନୀ ନାୟକ। ୨୦୧୪ ଓ ୨୦୧୯ ବିଧାନସଭା ନିର୍ବାଚନରେ ଭବାନୀ ନାୟକ ବିଜେପି ପ୍ରାର୍ଥୀ ଭାବେ ଲଢିଥିଲେ। ଏହାଛଡା ୨୦୦୨-୨୦୦୭ ଯାଏ ସେ ଜିଲ୍ଲା ପରିଷଦ ସଦସ୍ୟ ଥିଲେ । ଆଜି ଶଙ୍ଖ ଭବନରେ ଆୟୋଜିତ ମଶ୍ରଣ ପର୍ବରେ ଭବାନୀଙ୍କୁ ବିଜେଡିକୁ ସ୍ୱାଗତ କରାଯାଇଛି। ମିଶ୍ରଣ ପର୍ବରେ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ପ୍ରମୁଖ ସାମିଲ ଥିଲେ
![](https://theajikali.com/wp-content/uploads/2023/11/WhatsApp-Image-2023-11-18-at-16.52.53_054d13c7.jpg)
November 18, 2023
0 Comment
202 Views
ବିଜେଡିରେ ମିଶିଲେ କେନ୍ଦୁଝର ପାଟଣାର ପୂର୍ବତନ ବିଜେପି ପ୍ରାର୍ଥୀ
by Web Editor
ଭୁବନେଶ୍ୱର – ବିଜେଡିର ମିଶ୍ରଣ ପର୍ବ । ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି କେନ୍ଦୁଝର ପାଟଣାର ପୂର୍ବତନ ବିଧାୟକ ପ୍ରାର୍ଥୀ ଭବାନୀ ନାୟକ। ୨୦୧୪ ଓ ୨୦୧୯ ବିଧାନସଭା ନିର୍ବାଚନରେ ଭବାନୀ ନାୟକ ବିଜେପି ପ୍ରାର୍ଥୀ ଭାବେ ଲଢିଥିଲେ। ଏହାଛଡା ୨୦୦୨-୨୦୦୭ ଯାଏ ସେ ଜିଲ୍ଲା ପରିଷଦ ସଦସ୍ୟ ଥିଲେ । ଆଜି ଶଙ୍ଖ ଭବନରେ ଆୟୋଜିତ ମଶ୍ରଣ ପର୍ବରେ ଭବାନୀଙ୍କୁ ବିଜେଡିକୁ ସ୍ୱାଗତ କରାଯାଇଛି। ମିଶ୍ରଣ ପର୍ବରେ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ... Read More