ଭୁବନେଶ୍ୱର : ରାଜ୍ୟରେ ଏ ପର୍ଯ୍ୟନ୍ତ ମାତ୍ର ୮୦ ଲକ୍ଷ ୯୦ ହଜାର ୩୮୬ ଜଣ ନେଇଛନ୍ତି କୋରୋନା ପ୍ରିକସନ ଡୋଜ । ଖୋର୍ଦ୍ଧା,କଟକ, ଜଗତସିଂହପୁର, ଅନୁଗୁଳ, ପୁରୀ, ସୁନ୍ଦରଗଡ ଜିଲ୍ଲାରେ ଟିକା ନେବା ପାଇଁ ଆଗ୍ରହ ପ୍ରକାଶ ପାଉନାହିଁ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।ଏହିମାସ ୩୦ରେ ସରୁଛି ମାଗଣା ଟିକାର ଅବଧି । ତୁରନ୍ତ ଟିକା ନେବାକୁ ସମସ୍ତଙ୍କୁ ଅପିଲ କରିଛି ସ୍ୱାସ୍ଥ୍ୟ ବିଭାଗ । ମାଗଣା ଟିକାର ଅବଧି ଆଉ ମାତ୍ର ୨୭ ଦିନ ଥିବାରୁ ତୁରନ୍ତ ଟିକା ନେଇଯିବା ପାଇଁ ସମସ୍ତଙ୍କୁ ଅପିଲ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟର ୭୫ ଭାଗ ଲୋକ ନେଇ ନାହାନ୍ତି ପ୍ରିକସନ ଡୋଜ ।
September 3, 2022
0 Comment
279 Views
ଆସନ୍ତା ୩୦ରେ ସରୁଛି ମାଗଣା ଟିକା ଅବଧି, ରାଜ୍ୟରେ ୭୫ ପ୍ରତିଶତ ଲୋକ ନେଇନାହାନ୍ତି ପ୍ରିକସନ ଡୋଜ
by Editor 02
ଭୁବନେଶ୍ୱର : ରାଜ୍ୟରେ ଏ ପର୍ଯ୍ୟନ୍ତ ମାତ୍ର ୮୦ ଲକ୍ଷ ୯୦ ହଜାର ୩୮୬ ଜଣ ନେଇଛନ୍ତି କୋରୋନା ପ୍ରିକସନ ଡୋଜ । ଖୋର୍ଦ୍ଧା,କଟକ, ଜଗତସିଂହପୁର, ଅନୁଗୁଳ, ପୁରୀ, ସୁନ୍ଦରଗଡ ଜିଲ୍ଲାରେ ଟିକା ନେବା ପାଇଁ ଆଗ୍ରହ ପ୍ରକାଶ ପାଉନାହିଁ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।ଏହିମାସ ୩୦ରେ ସରୁଛି ମାଗଣା ଟିକାର ଅବଧି । ତୁରନ୍ତ ଟିକା ନେବାକୁ ସମସ୍ତଙ୍କୁ ଅପିଲ କରିଛି ସ୍ୱାସ୍ଥ୍ୟ ବିଭାଗ । ମାଗଣା... Read More