ସମ୍ବଲପୁର: ସମ୍ବଲପୁରରେ କାମଳ ରୋଗ ବ୍ୟାପିବାରେ ଲାଗିଛି। ଏପର୍ଯ୍ୟନ୍ତ ୭୬ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସୋମବାର ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦେଶାଳୟର ଦୁଇ ଜଣିଆ ଦଳ ସମ୍ବଲପୁରରେ ପହଞ୍ଚିଛନ୍ତି। ସେମାନେ ପ୍ରଭାବିତ କୁମ୍ଭାରପଡ଼ା ଓ ଶାଲିଆ ବଗିଚା, ପେନସନପଡା, ଧୋବପଡା ଆଦି ଅଞ୍ଚଳରେ ସରଜମିନ ଅନୁସନ୍ଧାନ କରିଛନ୍ତି। ୧୪ ବର୍ଷରୁ କମ ବୟସ୍କମାନେ ବେଶୀ ଆକ୍ରାନ୍ତ ଥିବାରୁ ରାସ୍ତକଡ ଖାଦ୍ୟ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଛି। କାମଳ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ଯାଞ୍ଚ ଦଳ କହିଛନ୍ତି।
June 24, 2024
0 Comment
72 Views
ସମ୍ବଲପୁରରେ ବ୍ୟାପୁଛି କାମଳ, ପହଞ୍ଚିଲେ ସ୍ୱାସ୍ଥ୍ୟ ନିର୍ଦେଶାଳୟର ୨ ଜଣିଆ ଟିମ୍
by Editor
ସମ୍ବଲପୁର: ସମ୍ବଲପୁରରେ କାମଳ ରୋଗ ବ୍ୟାପିବାରେ ଲାଗିଛି। ଏପର୍ଯ୍ୟନ୍ତ ୭୬ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସୋମବାର ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦେଶାଳୟର ଦୁଇ ଜଣିଆ ଦଳ ସମ୍ବଲପୁରରେ ପହଞ୍ଚିଛନ୍ତି। ସେମାନେ ପ୍ରଭାବିତ କୁମ୍ଭାରପଡ଼ା ଓ ଶାଲିଆ ବଗିଚା, ପେନସନପଡା, ଧୋବପଡା ଆଦି ଅଞ୍ଚଳରେ ସରଜମିନ ଅନୁସନ୍ଧାନ କରିଛନ୍ତି। ୧୪ ବର୍ଷରୁ କମ ବୟସ୍କମାନେ ବେଶୀ ଆକ୍ରାନ୍ତ ଥିବାରୁ ରାସ୍ତକଡ ଖାଦ୍ୟ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଛି। କାମଳ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ଯାଞ୍ଚ ଦଳ... Read More