କାକଟପୁର : ଶୀତରୁ ରକ୍ଷା ପାଇଁ ମା’ମଙ୍ଗଳା ପିନ୍ଧିଲେ ଶୀତ ବସ୍ତ୍ର । ମଙ୍ଗଳା ମନ୍ଦିର ନୀତି ଅନୁଯାୟୀ ଓଢଣ ଷଷ୍ଠୀ ଠାରୁ ଶ୍ରୀପଞ୍ଚମୀ ପର୍ଯ୍ୟନ୍ତ କାକଟପୁର ମା ମଙ୍ଗଳା ମନ୍ଦିରରେ ଘୋଡ ଲାଗି ନୀତି ଆରମ୍ଭ ହୋଇଛି। ସେହିଭଳି ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମା ମଙ୍ଗଳାଙ୍କ ମନ୍ଦିରରେ ପହିଲି ଭୋଗ ଲାଗିହେବା ଆରମ୍ଭ ହୋଇଛି। ଘୋଡ ଲାଗି ଏବଂ ପହିଲିଭୋଗ ନୀତି ସମ୍ପର୍କରେ ମଙ୍ଗଳା ମନ୍ଦିର ପରିସରରୁ ଅଧିକ ସୂଚନା ଦେଉଛନ୍ତି କାକଟପୁର ପ୍ରତିନିଧି ଲୋକନାଥ ସ୍ଵାଇଁ ।

December 18, 2023
0 Comment
156 Views
ଶୀତରୁ ରକ୍ଷା ପାଇଁ ମା’ମଙ୍ଗଳା ପିନ୍ଧିଲେ ଶୀତ ବସ୍ତ୍ର
by Editor
କାକଟପୁର : ଶୀତରୁ ରକ୍ଷା ପାଇଁ ମା’ମଙ୍ଗଳା ପିନ୍ଧିଲେ ଶୀତ ବସ୍ତ୍ର । ମଙ୍ଗଳା ମନ୍ଦିର ନୀତି ଅନୁଯାୟୀ ଓଢଣ ଷଷ୍ଠୀ ଠାରୁ ଶ୍ରୀପଞ୍ଚମୀ ପର୍ଯ୍ୟନ୍ତ କାକଟପୁର ମା ମଙ୍ଗଳା ମନ୍ଦିରରେ ଘୋଡ ଲାଗି ନୀତି ଆରମ୍ଭ ହୋଇଛି। ସେହିଭଳି ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମା ମଙ୍ଗଳାଙ୍କ ମନ୍ଦିରରେ ପହିଲି ଭୋଗ ଲାଗିହେବା ଆରମ୍ଭ ହୋଇଛି। ଘୋଡ ଲାଗି ଏବଂ ପହିଲିଭୋଗ ନୀତି ସମ୍ପର୍କରେ ମଙ୍ଗଳା ମନ୍ଦିର ପରିସରରୁ ଅଧିକ ସୂଚନା ଦେଉଛନ୍ତି... Read More