ବଲାଙ୍ଗୀର: ତୁଟୁନି ଏନଏସି ବିବାଦ। ଆଉ ୨୨ଟି ଅଞ୍ଚଳକୁ ନୂଆ ଏନଏସି ଘୋଷଣା ପରେ ମଧ୍ୟ ବିଭିନ୍ନ ସ୍ଥାନରେ ଜନ ଅସନ୍ତୋଷ ବଢିବାରେ ଳାଗିଛି। ବଲାଙ୍ଗୀର ବଙ୍ଗୋମୁଣ୍ଡାକୁ ଏନଏସି ଘୋଷଣା ପାଇଁ ଦାବି ହୋଇଛି। ଏ ନେଇ ଆଜି(ଗୁରୁବାରଠୁ) ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବ୍ଳକ ଅଫିସ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ବଙ୍ଗୋମୁଣ୍ଡାବାସୀ କହିଛନ୍ତି। ଦୀର୍ଘ ୭ ବର୍ଷର ଦାବି, ବନ୍ଦ ଡାକରା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ଥର ଲିଖିତ ଭାବରେ ଅଭିଯୋଗ କରିବା ସତ୍ବେ ବଙ୍ଗୋମୁଣ୍ଡା କାହିଁକି ବାଦ୍ ପଡିଲା ବୋଲି ଲୋକ ପ୍ରଶ୍ନ କରିଛନ୍ତି। ରାଜ୍ୟସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇେନି।
March 14, 2024
0 Comment
91 Views
ଏନଏସି ଘୋଷଣା ଦାବି: ଆଜିଠୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବଙ୍ଗୋମୁଣ୍ଡାରେ ଆମରଣ ଅନଶନ ଚେତାବନୀ
by Editor
ବଲାଙ୍ଗୀର: ତୁଟୁନି ଏନଏସି ବିବାଦ। ଆଉ ୨୨ଟି ଅଞ୍ଚଳକୁ ନୂଆ ଏନଏସି ଘୋଷଣା ପରେ ମଧ୍ୟ ବିଭିନ୍ନ ସ୍ଥାନରେ ଜନ ଅସନ୍ତୋଷ ବଢିବାରେ ଳାଗିଛି। ବଲାଙ୍ଗୀର ବଙ୍ଗୋମୁଣ୍ଡାକୁ ଏନଏସି ଘୋଷଣା ପାଇଁ ଦାବି ହୋଇଛି। ଏ ନେଇ ଆଜି(ଗୁରୁବାରଠୁ) ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବ୍ଳକ ଅଫିସ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ବଙ୍ଗୋମୁଣ୍ଡାବାସୀ କହିଛନ୍ତି। ଦୀର୍ଘ ୭ ବର୍ଷର ଦାବି, ବନ୍ଦ ଡାକରା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ଥର ଲିଖିତ ଭାବରେ ଅଭିଯୋଗ କରିବା ସତ୍ବେ... Read More