ଭୁବନେଶ୍ୱର : ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମ ଆଶ୍ବସ୍ତି । ସୁପ୍ରିମକୋର୍ଟରେ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ଆବେଦନର ଶୁଣାଣି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଆତ୍ମସମର୍ପଣରୁ ଛାଡ଼ କଲେ ସୁପ୍ରିମକୋର୍ଟ ।
ଏପ୍ରିଲ ୨୨ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଆତ୍ମସମର୍ପଣ କରିବେନି ବୋଲି କହିଲେ କୋର୍ଟ। ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୨ ରେ ହେବ। ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ବିଶ୍ଵନାଥ ଙ୍କ ବେଞ୍ଚ ରେ ଶୁଣାଣି। ଓଆରଏଚଡିସି ମାମଲାରେ ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡ କାଏମ ରଖିଥିଲେ ହାଇକୋର୍ଟ ।