ଭୁବନେଶ୍ୱର : ସରକାର ପଛେ ନ ଥାଉ କି ନବୀନ ମୁଖ୍ୟମନ୍ତ୍ରୀ ନ ଥାଆନ୍ତୁ, କିନ୍ତୁ ଓଡିଶାବାସୀଙ୍କ ଦୁଃଖରେ ସେ ସବୁବେଳେ ସହଭାଗୀ। ସୂଚନା ଅନୁଯାୟୀ, ରାଜ୍ୟରେ ଆଳୁ ଦର ଅହେତୁକ ଭାବେ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ସେଭଳି କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। କିଲୋଗ୍ରାମ ପିଛା ଆଳୁ ୩୨ ଟଙ୍କାରୁ ଅଧିକ ଦରରେ କୌଣସି ଦୋକାନୀ ବିକ୍ରି କରିପାରିବେନି ବୋଲି ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଅଧିକ ଦରରେ ବିକ୍ରି କରୁଥିବା ଜଣାପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। କିନ୍ତୁ ସେଥିପ୍ରତି କାହାର ନଜର ନାହିଁ। ସବୁଆଡେ ଆଳୁ ଚଢା ଦରରେ ବିକ୍ରି ହେଉଛି।
July 26, 2024
0 Comment
78 Views
ଆଳୁ ଦର ବୃଦ୍ଧି : ମମତାଙ୍କୁ ଚିଠି ଲେଖି ଅନୁରୋଧ କଲେ ନବୀନ
by Editor
ଭୁବନେଶ୍ୱର : ସରକାର ପଛେ ନ ଥାଉ କି ନବୀନ ମୁଖ୍ୟମନ୍ତ୍ରୀ ନ ଥାଆନ୍ତୁ, କିନ୍ତୁ ଓଡିଶାବାସୀଙ୍କ ଦୁଃଖରେ ସେ ସବୁବେଳେ ସହଭାଗୀ। ସୂଚନା ଅନୁଯାୟୀ, ରାଜ୍ୟରେ ଆଳୁ ଦର ଅହେତୁକ ଭାବେ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ସେଭଳି କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। କିଲୋଗ୍ରାମ ପିଛା ଆଳୁ ୩୨ ଟଙ୍କାରୁ ଅଧିକ ଦରରେ କୌଣସି ଦୋକାନୀ ବିକ୍ରି କରିପାରିବେନି ବୋଲି ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ... Read More