ଢାକା : ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ଭାରତକୁ ଲାଗିଲା ବଡ଼ ଝଟକା। ଅଧିନାୟକ ରୋହିତ ଶର୍ମା ଗୁରୁତର । ରୋହିତଙ୍କ ହାତରେ ଲାଗିଥିବା ଆହତ ହେତୁ ମ୍ୟାଚ ମଝିରୁ ତାଙ୍କୁ ପଡ଼ିଆ ଛାଡ଼ି ହସ୍ପିଟାଲ ଯିବାକୁ ପଡ଼ିଛି। ସ୍ଲିପରେ ଫିଲ୍ଡିଂ କରିଥିବା ବେଳେ ରୋହିତ ଗୋଟିଏ କ୍ୟାଚ୍ ନେବାକୁ ଚେଷ୍ଟା କରିଥିଲେ। ହେଲେ ବଲଟି ତାଙ୍କ ବାମ ହାତର ବୁଢ଼ା ଅଙ୍ଗୁଳିରେ ଜୋରରେ ମାଡ଼ ହୋଇଥିଲା। ଏଥିଯୋଗୁ ରୋହିତ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କ ଆହତ ସମସ୍ୟା ଗୁରୁତର ଥିବାରୁ ମ୍ୟାଚ୍ ଅଧାରୁ ହିଁ ରୋହିତ ଶର୍ମାଙ୍କୁ ଏକ୍ସ-ରେ ପାଇଁ ଢାକା ହସ୍ପିଟାଲ ଯିବାକୁ ପଡ଼ିଛି। ଏଭଳି ସମୟରେ କେଏଲ ରାହୁଲ ଦଳର ଅଧିନାୟକ ଭାବେ ପଡ଼ିଆରେ ନିଜର କର୍ତ୍ତବ୍ୟ ତୁଲାଉଛନ୍ତି।
December 7, 2022
0 Comment
257 Views
ମ୍ୟାଚ୍ ଅଧାରୁ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ରୋହିତ
by Editor
ଢାକା : ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ଭାରତକୁ ଲାଗିଲା ବଡ଼ ଝଟକା। ଅଧିନାୟକ ରୋହିତ ଶର୍ମା ଗୁରୁତର । ରୋହିତଙ୍କ ହାତରେ ଲାଗିଥିବା ଆହତ ହେତୁ ମ୍ୟାଚ ମଝିରୁ ତାଙ୍କୁ ପଡ଼ିଆ ଛାଡ଼ି ହସ୍ପିଟାଲ ଯିବାକୁ ପଡ଼ିଛି। ସ୍ଲିପରେ ଫିଲ୍ଡିଂ କରିଥିବା ବେଳେ ରୋହିତ ଗୋଟିଏ କ୍ୟାଚ୍ ନେବାକୁ ଚେଷ୍ଟା କରିଥିଲେ। ହେଲେ ବଲଟି ତାଙ୍କ ବାମ ହାତର ବୁଢ଼ା ଅଙ୍ଗୁଳିରେ ଜୋରରେ ମାଡ଼ ହୋଇଥିଲା। ଏଥିଯୋଗୁ ରୋହିତ ଯନ୍ତ୍ରଣା ଅନୁଭବ... Read More