ସମ୍ବଲପୁର : ବିବାହ ବନ୍ଧନରେ ଆବଦ୍ଧ ହେବେ ଓଡ଼ିଶାର ଦୁଇ ଜିଲ୍ଲା ପାଳ। ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ସହ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ବିବାହ ହେବ । ଗତକାଲି ସମ୍ବଲପୁରରେ ଉଭୟଙ୍କର ନିର୍ବନ୍ଧ ସଂପନ୍ନ ହୋଇଛି । ଉଭୟଙ୍କର ଏହା ହେବ ଦ୍ୱିତୀୟ ବିବାହ।
![](https://theajikali.com/wp-content/uploads/2023/02/IMG-20230220-WA0006-750x430-1.jpg)
February 20, 2023
0 Comment
276 Views
ବିବାହ ବନ୍ଧନରେ ବାନ୍ଧି ହେବେ ସମ୍ବଲପୁର-ବଲାଙ୍ଗିର ଜିଲ୍ଲାପାଳ, ସରିଲା ନିର୍ବନ୍ଧ
by Editor