ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ ୨୦୨୨ର ବିଗୁଲ ବାଜି ସାରିଛି । ଟି-୨୦ ବିଶ୍ୱକପ ୨୦୨୨ର ପ୍ରଥମ ମ୍ୟାଚରେ ନାମିବିଆ ଶ୍ରୀଲଙ୍କା ଟିମକୁ ୫୫ ରନରେ ପରାସ୍ତ କରିଛି । ଏହା ଶ୍ରୀଲଙ୍କା ପାଇଁ ଯୋଗ୍ୟତା ପର୍ଯ୍ୟାୟ ରାସ୍ତାକୁ କଷ୍ଟକର କରିଦେଇଛି । ସେପଟେ ବର୍ତ୍ତମାନ ଶ୍ରୀଲଙ୍କାର ଦିଲଶନ ମଧୁଶଙ୍କା ଆହତ କାରଣରୁ ଟି-୨୦ ବିଶ୍ୱକପରୁ ବାଦ ପଡିଛନ୍ତି । ଏହି କାରଣରୁ ଦଳର ସମସ୍ୟା ଆହୁରି ବଢ଼ି ଯାଇଛି । ଦିଲଶାନଙ୍କ ସ୍ଥାନରେ ଜଣେ ଷ୍ଟାର ଖେଳାଳି ଦଳରେ ସୁଯୋଗ ପାଇଛନ୍ତି । ଟି-୨୦ ବିଶ୍ୱକପ ୨୦୨୨ରେ ଶ୍ରୀଲଙ୍କା ଦଳର ଆରମ୍ଭ ଆଦୌ ଭଲ ହୋଇ ନଥିଲା । ଟି-୨୦ ବିଶ୍ୱକପ ପାଇଁ ଦଳ ଆହତ ଦିଲଶାନ ମଧୁଶଙ୍କାଙ୍କ ସ୍ଥାନରେ ବିନୁରା ଫର୍ନାଣ୍ଡୋଙ୍କୁ ସାମିଲ କରିଛି ।
October 17, 2022
0 Comment
234 Views
ଟି-୨୦ ବିଶ୍ୱକପରୁ ବାଦ ପଡିଲେ ଶ୍ରୀଲଙ୍କାର ଦିଲଶନ ମଧୁଶଙ୍କା
by Editor
ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ ୨୦୨୨ର ବିଗୁଲ ବାଜି ସାରିଛି । ଟି-୨୦ ବିଶ୍ୱକପ ୨୦୨୨ର ପ୍ରଥମ ମ୍ୟାଚରେ ନାମିବିଆ ଶ୍ରୀଲଙ୍କା ଟିମକୁ ୫୫ ରନରେ ପରାସ୍ତ କରିଛି । ଏହା ଶ୍ରୀଲଙ୍କା ପାଇଁ ଯୋଗ୍ୟତା ପର୍ଯ୍ୟାୟ ରାସ୍ତାକୁ କଷ୍ଟକର କରିଦେଇଛି । ସେପଟେ ବର୍ତ୍ତମାନ ଶ୍ରୀଲଙ୍କାର ଦିଲଶନ ମଧୁଶଙ୍କା ଆହତ କାରଣରୁ ଟି-୨୦ ବିଶ୍ୱକପରୁ ବାଦ ପଡିଛନ୍ତି । ଏହି କାରଣରୁ ଦଳର ସମସ୍ୟା ଆହୁରି ବଢ଼ି ଯାଇଛି । ଦିଲଶାନଙ୍କ ସ୍ଥାନରେ ଜଣେ ଷ୍ଟାର... Read More