ମେଷ: ଅତି ଉତ୍ସାହିତ ହୁଅନ୍ତୁ ନାହିଁ। ଚାକିରିରେ ସ୍ଥାନ ପରିବର୍ତ୍ତନର ସମ୍ଭାବନା ରହିଛି। ଅଧିକ ବ୍ୟସ୍ତ ରହିବେ। କଠିନ ପରିଶ୍ରମ ଅଧିକ କରିବେ।
ବୃଷ: ଆୟ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଚାକିରିରେ କାର୍ଯ୍ୟଭାର ବଢ଼ିପାରେ। ଧୌର୍ଯ୍ୟହରା ହେବେ। ସୁସ୍ୱାଦୁ ଖାଦ୍ୟ ପ୍ରତି ଆଗ୍ରହ ବଢ଼ିବ।
ମିଥୁନ: ଚାକିରିରେ ଅଧିକାରୀଙ୍କ ସହଯୋଗ ମିଳିବ। ଆତ୍ମବିଶ୍ୱାସ ଭରପୂର ରହିବ। କର୍ମକ୍ଷେତ୍ରରେ ଅନୁକୂଳ ପରିସ୍ଥିତି ରହିବ। ଖର୍ଚ୍ଚ ବଢ଼ିପାରେ।
କର୍କଟ: ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ। ଧର୍ମ ପ୍ରତି ସଦ୍ଭାବ ରହିବ। ଶୈକ୍ଷିକ କାର୍ଯ୍ୟରେ ସଫଳ ହେବେ। ସାଙ୍ଗମାନଙ୍କ ସମର୍ଥନ ମିଳିବ।
ସିଂହ: କଳା ଏବଂ ସଙ୍ଗୀତ ପ୍ରତି ରୁଚି ବଢ଼ିବ। ପରିଶ୍ରମ ଅଧିକ ରହିବ। ଖର୍ଚ୍ଚ ବଢ଼ିବ। କଥାବାର୍ତ୍ତାରେ ସଂଯତ ରୁହନ୍ତୁ। ଆତ୍ମବିଶ୍ୱାସ ଭରପୂର ରହିବ।
କନ୍ୟା: ମନ ଚିନ୍ତିତ ରହିବ। ଅନାବଶ୍ୟକ ବିତର୍କରୁ ଦୂରେଇ ରୁହନ୍ତୁ। ଲାଭର ସୁଯୋଗ ରହିଛି। ସ୍ୱଭାବରେ ଚିଡ଼ଚିଡ଼ାପଣ ରହିବ। ମାନ ସମ୍ମାନ ମିଳିବ।
ତୁଳା: ଧାର୍ମିକ ସଙ୍ଗୀତ ପ୍ରତି ରୁଚି ବଢ଼ିବ। ପାରିବାରିକ ଜୀବନ ସୁଖମୟ ହେବ। ଆତ୍ମନିର୍ଭରଶୀଳ ହୁଅନ୍ତୁ। ଭ୍ରମଣର ସମ୍ଭାବନା ରହିଛି।
ବିଛା: ଶୈକ୍ଷିକ କାର୍ଯ୍ୟରେ ସୁଖଦ ପରିଣାମ ମିଳିବ। ବ୍ୟବସାୟରେ ଲାଭ ମିଳିପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆତ୍ମସଂଯତ ରୁହନ୍ତୁ। ଖର୍ଚ୍ଚ ବଢ଼ିପାରେ।
ଧନୁ: ମାନସିକ ଶାନ୍ତି ରହିବ। ସଙ୍ଗୀତ ପ୍ରତି ରୁଚି ବଢ଼ିପାରେ। ସାଥୀଙ୍କ ସମର୍ଥନ ପାଇବେ। କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ।
ମକର: ମନରେ ଆଶା ଓ ନିରାଶାର ଭାବ ରହିବ। ବ୍ୟବସାୟରେ ବୃଦ୍ଧି ଘଟିବ। ଆୟ ବଢ଼ିବ। ପାରିବାରିକ ଦାୟତ୍ୱ ବଢ଼ିପାରେ।
କୁମ୍ଭ: ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ପରିବାରର ସମର୍ଥନ ପାଇବେ। ମାନସିକ ଶାନ୍ତି ରହିବ। ପରିଶ୍ରମ କରିବେ।
ମୀନ: କଥାବାର୍ତ୍ତାରେ ସଂଯତ ରୁହନ୍ତୁ। ସନ୍ତାନର ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ। ଲାଭ ମିଳିପାରେ। ମନ ଖୁସି ରହିବ। ଭ୍ରମଣରେ ଯାଇପାରନ୍ତି। ଆୟ ବଢ଼ିବ।