ନୂଆଦିଲ୍ଲୀ: ଧାରା ୩୭୦ ବୈଧତା ଉପରେ ସୋମବାର ଆସିବ ‘ସୁପ୍ରିମ’ ରାୟ । ସୁପ୍ରିମକୋର୍ଟଙ୍କ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ୪ବର୍ଷ ମାସ ଓ ୬ଦିନ ପରେ ରାୟ ପ୍ରକାଶ କରିବେ । ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବିରୋଧରେ ସୁପ୍ରିମକୋର୍ଟରେ ୨୩ଟି ମାମଲା ଆବେଦନ ହୋଇଥିଲା । ସେପ୍ଟେମ୍ବର ୫ ତାରିଖରେ ସୁପ୍ରିମକୋର୍ଟରେ ଉଭୟର ପକ୍ଷର ଦଲିଲ୍ ରଖିବା ସହିତ ଉଭୟ ପକ୍ଷର ଯୁକ୍ତି ମଧ୍ୟ ଶୁଣି ଥିଲେ । ଲଗାତାର ୧୬ଦିନ ଶୁଣାଣି ପରେ ପ୍ରଧାନ ବିଚାରପତି ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ୫ଜଣିଆ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲେ । ତେବେ ଆଦି ଧାରା ୩୭୦ ବୈଧତା ନେଇ ‘ସୁପ୍ରିମ’ ରାୟ ପ୍ରକାଶ କରିବେ ସର୍ବୋଚ୍ଚ ଅଦାଲତ ।
December 11, 2023
0 Comment
188 Views
ଆଜି ଧାରା ୩୭୦ ବୈଧତା ଉପରେ ଆସିବ ‘ସୁପ୍ରିମ’ ରାୟ
by Editor
ନୂଆଦିଲ୍ଲୀ: ଧାରା ୩୭୦ ବୈଧତା ଉପରେ ସୋମବାର ଆସିବ ‘ସୁପ୍ରିମ’ ରାୟ । ସୁପ୍ରିମକୋର୍ଟଙ୍କ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ୪ବର୍ଷ ମାସ ଓ ୬ଦିନ ପରେ ରାୟ ପ୍ରକାଶ କରିବେ । ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବିରୋଧରେ ସୁପ୍ରିମକୋର୍ଟରେ ୨୩ଟି ମାମଲା ଆବେଦନ ହୋଇଥିଲା । ସେପ୍ଟେମ୍ବର ୫ ତାରିଖରେ ସୁପ୍ରିମକୋର୍ଟରେ ଉଭୟର ପକ୍ଷର ଦଲିଲ୍ ରଖିବା ସହିତ ଉଭୟ ପକ୍ଷର ଯୁକ୍ତି ମଧ୍ୟ ଶୁଣି ଥିଲେ । ଲଗାତାର ୧୬ଦିନ ଶୁଣାଣି ପରେ ପ୍ରଧାନ... Read More