ଭୁବନେଶ୍ୱର : ହକି ଯାଦୁକର ଧ୍ୟାନଚାନ୍ଦଙ୍କ ଆଜି ଜୟନ୍ତୀ। ତାଙ୍କ ଜନ୍ମତିଥିକୁ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଏ। ଧ୍ୟାନଚାନ୍ଦଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜର ଯାଦୁକରୀ ହକିରେ ବିଶ୍ୱର କ୍ରୀଡ଼ାପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ଧ୍ୟାନଚାନ୍ଦ। ଧ୍ୟାନଚାନ୍ଦଙ୍କ ସ୍ୱର୍ଣ୍ଣିମ ସଫଳତା କ୍ରୀଡାବିତଙ୍କୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

August 29, 2022
0 Comment
313 Views
ଜୟନ୍ତୀରେ ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
by Editor