ରାସଗୋବିନ୍ଦପୁର : ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଗାଁ ଅମର୍ଦା ପଞ୍ଚାୟତ ଦୁଆର୍ଶୁଣି ମଝିସାହି ଠାରେ ଏକ ହାତୀ ଛୁଆର ମୃତଦେହ ଠାବ କରିଛି ରାସଗୋବିନ୍ଦପୁର ବନବିଭାଗ। ସୂଚନା ଅନୁସାରେ ୬୫ ଟିକିଆ ଝାଡ଼ଖଣ୍ଡ ହାତୀପଲ କିଛିଦିନ ହେଲା ରାସଗୋବିନ୍ଦପୁର ରେଞ୍ଜ ବିଭିନ୍ନ ଅଞ୍ଚଳରେ ଉପଦ୍ରବ କରୁଥିଲେ। ଆଜି ଦୁଆର୍ଶୁଣି ମଝିସାହି ବିଲ ମଝିରେ ହାତୀ ଛୁଆର ମୃତଦେହ ପଡିଥିବାର ଗ୍ରାମବାସୀ ଦେଖି ବନବିଭାଗକୁ ଖବର ଦେଇଥିଲେ। ହାତୀ ଛୁଆର ମୃ୍ତ୍ୟୁର କାରଣ ଅସ୍ପଷ୍ଟ ଥିଲା ବେଳେ ଶବ ବ୍ୟବଚ୍ଛେଦ ଚାଲିଥିବାର ରେଞ୍ଜ ଅଧିକାରୀ ଅଶୋକ କୁମାର ମାଝୀ କହିଛନ୍ତି।
April 14, 2024
0 Comment
28 Views
ହାତୀ ଛୁଆର ମୃତଦେହ ଉଦ୍ଧାର
by Editor
ରାସଗୋବିନ୍ଦପୁର : ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଗାଁ ଅମର୍ଦା ପଞ୍ଚାୟତ ଦୁଆର୍ଶୁଣି ମଝିସାହି ଠାରେ ଏକ ହାତୀ ଛୁଆର ମୃତଦେହ ଠାବ କରିଛି ରାସଗୋବିନ୍ଦପୁର ବନବିଭାଗ। ସୂଚନା ଅନୁସାରେ ୬୫ ଟିକିଆ ଝାଡ଼ଖଣ୍ଡ ହାତୀପଲ କିଛିଦିନ ହେଲା ରାସଗୋବିନ୍ଦପୁର ରେଞ୍ଜ ବିଭିନ୍ନ ଅଞ୍ଚଳରେ ଉପଦ୍ରବ କରୁଥିଲେ। ଆଜି ଦୁଆର୍ଶୁଣି ମଝିସାହି ବିଲ ମଝିରେ ହାତୀ ଛୁଆର ମୃତଦେହ ପଡିଥିବାର ଗ୍ରାମବାସୀ ଦେଖି ବନବିଭାଗକୁ ଖବର ଦେଇଥିଲେ। ହାତୀ ଛୁଆର ମୃ୍ତ୍ୟୁର କାରଣ ଅସ୍ପଷ୍ଟ ଥିଲା ବେଳେ ଶବ... Read More