ପୁରୀ : ଆଜି ଶ୍ରୀମନ୍ଦିରରେ ପାଳିତ ହେବ ନବାଙ୍କ ବେଢା। ଏହି ନବାଙ୍କ ଦିନ ଫୁଲ ମେଲାଣ ନିମନ୍ତେ ମାଳିମାନେ ବାଘମୁହାଁ ବାନ୍ଧି ମାଳଚୁଳ ଜଳ କବରମାନ ଘେନି ଭିତରସେବକ ଙ୍କ ପଟୁଆର ରେ ଘଣ୍ଟ ,ଛତା ,କାହାଳାଦି ସହ ବଡ଼ଦେଉଳକୁ ବେଢାଏ ବୁଲି ବେହେରଣଠାରେ ବେଶ ନିମନ୍ତେ ପ୍ରସ୍ତୁତ ଫୁଲକୁ ପାଳିଆ ସେବକ ମାନଙ୍କୁ ଦେଇ ଥାନ୍ତି। ଉକ୍ତ ମାଳଚୁଳ ମାନ ସନ୍ଧ୍ୟା ଆଳତୀ ବେଶ ରେ ଲାଗି ହୋଇଥାଏ। ନବାଙ୍କ ବେଶ ନିମନ୍ତେ ବଡ଼ଓଡିଆ ମଠରେ ମହାପ୍ରଭୁଙ୍କ ନିମନ୍ତେ ଗେଣ୍ଡୁ ପୁଷ୍ପ ଅଳଙ୍କାର ପ୍ରସ୍ତହୋଇଥାଏ ।
January 13, 2023
0 Comment
182 Views
ଆଜି ମହାପ୍ରଭୁଙ୍କ ନବାଙ୍କବେଶ ଓ ଫୁଲ ମେଲାଣ
by Editor
ପୁରୀ : ଆଜି ଶ୍ରୀମନ୍ଦିରରେ ପାଳିତ ହେବ ନବାଙ୍କ ବେଢା। ଏହି ନବାଙ୍କ ଦିନ ଫୁଲ ମେଲାଣ ନିମନ୍ତେ ମାଳିମାନେ ବାଘମୁହାଁ ବାନ୍ଧି ମାଳଚୁଳ ଜଳ କବରମାନ ଘେନି ଭିତରସେବକ ଙ୍କ ପଟୁଆର ରେ ଘଣ୍ଟ ,ଛତା ,କାହାଳାଦି ସହ ବଡ଼ଦେଉଳକୁ ବେଢାଏ ବୁଲି ବେହେରଣଠାରେ ବେଶ ନିମନ୍ତେ ପ୍ରସ୍ତୁତ ଫୁଲକୁ ପାଳିଆ ସେବକ ମାନଙ୍କୁ ଦେଇ ଥାନ୍ତି। ଉକ୍ତ ମାଳଚୁଳ ମାନ ସନ୍ଧ୍ୟା ଆଳତୀ ବେଶ ରେ ଲାଗି ହୋଇଥାଏ। ନବାଙ୍କ ବେଶ ନିମନ୍ତେ ବଡ଼ଓଡିଆ... Read More