ୱାସିଂଟନ : ରସାୟନିକ ଅସ୍ତ୍ରଶସ୍ତ୍ର ମୁକ୍ତ ଦେଶରେ ପରିଣତ ହୋଇଛି ଆମେରିକା। ରାଷ୍ଟ୍ରପତି ଜୋ ବାଇଡେନ ଏ ନେଇ ଘୋଷଣା କରିଥିବା ବେଳେ କେଣ୍ଟୁକି ସ୍ଥିତ ଆମେରିକୀୟ ସେନାର ବ୍ଲୁ ଗ୍ରାସ ଆର୍ମି ଡିପୋ ତାଙ୍କର ଦଶନ୍ଧୀ ପୁରୁଣା ରସାୟନିକ ଅସ୍ତ୍ର ଷ୍ଟକ୍କୁ ସମାପ୍ତ କରି ଦେଇଥିବା କହିଛନ୍ତି। ଗତ ୭୦ ବର୍ଷ ହେଲା ଆମେରିକା ଏହି ସବୁ ଅସ୍ତ୍ରଶସ୍ତ୍ରକୁ ଷ୍ଟୋର କରିଥିଲା। ଏହି ସବୁ ଅସ୍ତ୍ରକୁ ନଷ୍ଟ କରିବା ପାଇଁ ଆମେରିକା ସେନାକୁ ୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଛି। ଏହା ପୂର୍ବରୁ ଭାରତ ମଧ୍ୟ ତାର ରସାୟନିକ ଅସ୍ତ୍ରଶସ୍ତ୍ର ନଷ୍ଟ କରିଦେଇଛି।
July 8, 2023
0 Comment
189 Views
ରସାୟନିକ ଅସ୍ତ୍ର ମୁକ୍ତ ଦେଶ ହେଲା ଆମେରିକା, ନଷ୍ଟ କଲା ଦଶନ୍ଧୀ ପୁରୁଣା ଅସ୍ତ୍ରଶସ୍ତ୍ର
by Editor
ୱାସିଂଟନ : ରସାୟନିକ ଅସ୍ତ୍ରଶସ୍ତ୍ର ମୁକ୍ତ ଦେଶରେ ପରିଣତ ହୋଇଛି ଆମେରିକା। ରାଷ୍ଟ୍ରପତି ଜୋ ବାଇଡେନ ଏ ନେଇ ଘୋଷଣା କରିଥିବା ବେଳେ କେଣ୍ଟୁକି ସ୍ଥିତ ଆମେରିକୀୟ ସେନାର ବ୍ଲୁ ଗ୍ରାସ ଆର୍ମି ଡିପୋ ତାଙ୍କର ଦଶନ୍ଧୀ ପୁରୁଣା ରସାୟନିକ ଅସ୍ତ୍ର ଷ୍ଟକ୍କୁ ସମାପ୍ତ କରି ଦେଇଥିବା କହିଛନ୍ତି। ଗତ ୭୦ ବର୍ଷ ହେଲା ଆମେରିକା ଏହି ସବୁ ଅସ୍ତ୍ରଶସ୍ତ୍ରକୁ ଷ୍ଟୋର କରିଥିଲା। ଏହି ସବୁ ଅସ୍ତ୍ରକୁ ନଷ୍ଟ କରିବା ପାଇଁ ଆମେରିକା ସେନାକୁ ୩ ଲକ୍ଷ... Read More