ବଲାଙ୍ଗିର : ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଆଉ ଜଣେ ସରକାରୀ କର୍ମଚାରୀ। ଡିପିସି କାର୍ଯ୍ୟାଳୟରେ ଜେଣ୍ଡର କୋଅର୍ଡିନେଟର ଭାବେ କାର୍ଯ୍ୟରତ ପୁଷ୍ପାଙ୍ଗିନୀ ଯୋଶୀଙ୍କୁ ଲାଞ୍ଚ ନେବାବେଳେ ଗିରଫ କରିଛି ଭିଜିଲାନ୍ସ। ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କଠାରୁ ୩୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୁଷ୍ପାଙ୍ଗିନୀଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍ । ବିଲ୍ ଆଡଜଷ୍ଟ କରିବା ପାଇଁ ପୁଷ୍ପାଙ୍ଗିନୀ ଲାଞ୍ଚ ନେଉଥିଲେ । ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଆୟ ବହିର୍ଭୂତ ସଂପତ୍ତି ଠୁଳ ସନ୍ଦେହରେ ପୁଷ୍ପାଙ୍ଗିନୀଙ୍କ ଘର ସମେତ ତିନି ଜାଗାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ।

July 21, 2023
0 Comment
191 Views
ବଲାଙ୍ଗିର ଡିପିସି କାର୍ଯ୍ୟାଳୟର ଲାଞ୍ଚୁଆ ଜେଣ୍ଡର କୋଅର୍ଡିନେଟରଙ୍କୁ ବାନ୍ଧିଲା ଭିଜିଲାନ୍ସ
by Editor
ବଲାଙ୍ଗିର : ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଆଉ ଜଣେ ସରକାରୀ କର୍ମଚାରୀ। ଡିପିସି କାର୍ଯ୍ୟାଳୟରେ ଜେଣ୍ଡର କୋଅର୍ଡିନେଟର ଭାବେ କାର୍ଯ୍ୟରତ ପୁଷ୍ପାଙ୍ଗିନୀ ଯୋଶୀଙ୍କୁ ଲାଞ୍ଚ ନେବାବେଳେ ଗିରଫ କରିଛି ଭିଜିଲାନ୍ସ। ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କଠାରୁ ୩୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୁଷ୍ପାଙ୍ଗିନୀଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍ । ବିଲ୍ ଆଡଜଷ୍ଟ କରିବା ପାଇଁ ପୁଷ୍ପାଙ୍ଗିନୀ ଲାଞ୍ଚ ନେଉଥିଲେ । ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଆୟ ବହିର୍ଭୂତ ସଂପତ୍ତି ଠୁଳ... Read More