ଭୁବନେଶ୍ବର : ରାଜଧାନୀରେ ବିଳମ୍ବିତ ରାତି ଯାଏଁ ଖୋଲାଥିବା ବିଭିନ୍ନ ଡ୍ୟାନ୍ସ ବାର, ନାଇଟ କ୍ଳବ ଓ ହୋଟେଲ ଉପରେ ଚଢ଼ାଉ କରିଛି କମିସନରେଟ ପୋଲିସ । ଅବକାରୀ ନିୟମ ଉଲ୍ଲଙ୍ଘନ କରି ବିଳମ୍ବିତ ରାତିଯାଏଁ ଖୋଲା ଥିବା ଡ୍ୟାନ୍ସ ବାର, କ୍ଳବ ଓ ହୋଟେଲଗୁଡ଼ିକୁ ଯାଞ୍ଚ କରାଯାଇଛି । ଫଳରେ ୩ଟି ହୋଟେଲକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି କମିସନରେଟ ପୋଲିସ । ସେଫ ସିଟି ଡ୍ରାଇଭ ଅନ୍ତର୍ଗତ ଏହି ଯାଞ୍ଚ କରାଯାଇଛି । ଏହି ଚଢ଼ାଉରେ କମିସନରେଟ ପୋଲିସର ଦୁଇଟି ଟିମ୍, ୬୦ ପିଓପିଡି ଓ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ ଥିଲେ।
![](https://theajikali.com/wp-content/uploads/2023/03/WhatsApp-Image-2023-03-19-at-11.31.44-AM.jpeg)
March 19, 2023
0 Comment
176 Views
ଅବକାରୀ ନିୟମର ଉଲ୍ଲଘଂନ, ରାଜଧାନୀର ଡ୍ୟାନ୍ସବାର, କ୍ଲବ ଓ ହୋଟେଲରେ ଚଢ଼ାଉ
by Editor
ଭୁବନେଶ୍ବର : ରାଜଧାନୀରେ ବିଳମ୍ବିତ ରାତି ଯାଏଁ ଖୋଲାଥିବା ବିଭିନ୍ନ ଡ୍ୟାନ୍ସ ବାର, ନାଇଟ କ୍ଳବ ଓ ହୋଟେଲ ଉପରେ ଚଢ଼ାଉ କରିଛି କମିସନରେଟ ପୋଲିସ । ଅବକାରୀ ନିୟମ ଉଲ୍ଲଙ୍ଘନ କରି ବିଳମ୍ବିତ ରାତିଯାଏଁ ଖୋଲା ଥିବା ଡ୍ୟାନ୍ସ ବାର, କ୍ଳବ ଓ ହୋଟେଲଗୁଡ଼ିକୁ ଯାଞ୍ଚ କରାଯାଇଛି । ଫଳରେ ୩ଟି ହୋଟେଲକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି କମିସନରେଟ ପୋଲିସ । ସେଫ ସିଟି ଡ୍ରାଇଭ ଅନ୍ତର୍ଗତ ଏହି ଯାଞ୍ଚ କରାଯାଇଛି ।... Read More