ନୂଆଦିଲ୍ଲୀ : ସାହାରା ନିବେଶକଙ୍କ ପାଇଁ ଆସିଲା ବଡ ଖୁସି ଖବର । ସରକାର ଆକାଉଣ୍ଟକୁ ପଠାଇବେ ବାକି ଟଙ୍କା । ଯଦି ଆପଣ ବି ଏଥିରେ ବିନିଯୋଗ କରିଥାନ୍ତି ତେବେ ଏହି ଖବର ସମ୍ପର୍କରେ ଏବେଠୁ ଜାଣି ନିଅନ୍ତୁ , ରହିବେ ଏକଦମ ଫାଇଦାରେ । ସାହାରା ଇଣ୍ଡିଆର ସମସ୍ତ ଜମାକାରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ନିବେଶକଙ୍କୁ ସେମାନଙ୍କର ଅର୍ଥ ଫେରସ୍ତ ନେଇ ଗତମାସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିବା ସହିତ ଏନେଇ ସାହାରା ରିଫଣ୍ଡ ପୋର୍ଟାଲ ଲଞ୍ଚ କରିଥିଲେ । ଏହାପରେ ଗତ ୪ ତାରିଖରେ ଜମାକାରୀଙ୍କ ଖାତାକୁ କ୍ଲେମ ଅର୍ଥ ଟ୍ରାନ୍ସଫର କରାଯାଇଥିଲା । ମୋଟ ୧୧୨ ଜଣ ଜମାକାରୀଙ୍କୁ ପ୍ରଥମ କିସ୍ତିରେ ୧୧ ଲକ୍ଷ ୨୦ ହଜାର ଟଙ୍କା ଫେରସ୍ତ କରାଯାଇଥିଲା ।
August 29, 2023
0 Comment
180 Views
ଏହି ତାରିଖରେ ସାହାରା ନିବେଶକଙ୍କ ଆକାଉଣ୍ଟକୁ ଆସିବ ଦ୍ୱିତୀୟ କିସ୍ତି
by Editor
ନୂଆଦିଲ୍ଲୀ : ସାହାରା ନିବେଶକଙ୍କ ପାଇଁ ଆସିଲା ବଡ ଖୁସି ଖବର । ସରକାର ଆକାଉଣ୍ଟକୁ ପଠାଇବେ ବାକି ଟଙ୍କା । ଯଦି ଆପଣ ବି ଏଥିରେ ବିନିଯୋଗ କରିଥାନ୍ତି ତେବେ ଏହି ଖବର ସମ୍ପର୍କରେ ଏବେଠୁ ଜାଣି ନିଅନ୍ତୁ , ରହିବେ ଏକଦମ ଫାଇଦାରେ । ସାହାରା ଇଣ୍ଡିଆର ସମସ୍ତ ଜମାକାରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ନିବେଶକଙ୍କୁ ସେମାନଙ୍କର ଅର୍ଥ ଫେରସ୍ତ ନେଇ ଗତମାସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା... Read More