ମୟୁରଭଞ୍ଜ : ଟ୍ରେନରେ କଟି ଯୁବକ ମୃତ। ଘଟଣା ଘଟଣା ଘଟିଛି ଭଞ୍ଜପୁର ଥାନା ଅନ୍ତର୍ଗତ ବାଘରାରୋଡ ଅଞ୍ଚଳରେ। ମୃତକଙ୍କ ପରିଚୟ ମିଳି ପାରି ନାହିଁ। ରାତି ପ୍ରାୟ ୧୨ ଟା ସମୟରେ ପୁରୀ ରୁ ବାଙ୍ଗିରିପୋଷି ଆସୁଥିବା ସୁପରଫାଷ୍ଟ ଟ୍ରେନରେ କଟି ଯୁବକ ଜଣକ ମୃତ୍ୟ ବରଣ କରିଥିବା ଅନୁମାନ କରା ଯାଉଛି। ଘଟଣା ସ୍ଥଳରେ ରେଳବାଇ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି।
October 9, 2023
0 Comment
74 Views
ଟ୍ରେନରେ କଟି ଯୁବକ ମୃତ, ପୋଲିସ ତଦନ୍ତ ଆରମ୍ଭ
by Editor