ଭୁବନେଶ୍ୱର : ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ଥିବା ବେଳେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ । ଆସନ୍ତା ୪୮ ଘଣ୍ଟା ଭିତରେ ୨ ବଳୟ ମିଶିବା ସମ୍ଭାବନା ରହିଛି । ଏହା ପ୍ରଭାବ ଉପରେ ଆଇଏମଡିର ନଜର ରହିଛି । ସେପଟେ ଆସନ୍ତାକାଲି ଲଘୁଚାପ ଅବପାତ ଏବଂ ୨୪ ତାରିଖରେ ଗଭୀର ଅବପାତର ରୂପ ନେବ । ଏହାର ପ୍ରଭାବରେ ୨୪ ଓ ୨୫ତାରିଖରେ ଓଡିଶାର ଉପକୂଳ ଜିଲା ଗୁଡିକରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
October 21, 2022
0 Comment
310 Views
ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ
by Editor
ଭୁବନେଶ୍ୱର : ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ଥିବା ବେଳେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ । ଆସନ୍ତା ୪୮ ଘଣ୍ଟା ଭିତରେ ୨ ବଳୟ ମିଶିବା ସମ୍ଭାବନା ରହିଛି । ଏହା ପ୍ରଭାବ ଉପରେ ଆଇଏମଡିର ନଜର ରହିଛି । ସେପଟେ ଆସନ୍ତାକାଲି ଲଘୁଚାପ ଅବପାତ ଏବଂ ୨୪ ତାରିଖରେ ଗଭୀର ଅବପାତର ରୂପ ନେବ । ଏହାର ପ୍ରଭାବରେ ୨୪ ଓ ୨୫ତାରିଖରେ ଓଡିଶାର ଉପକୂଳ... Read More