0 Comment
କେନ୍ଦୁଝର, ୪ା୧୨ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଳକ ଗାଁ ସାଥୀ ମେଟ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବ୍ଳକର ଜିରାଙ୍ଗ,କାମୁଯୋଡି,ବୁଢାଖମଣ,ତେନ୍ତେଳାପଶି,ଗୌଣିଘଷା,ବରେଇଗୋଡା,ସୁନାପେଣ୍ଟ,ଟାଙ୍ଗିରିଆପାଳ,ରେବଣାପଳାସପାଳ, ଧୁରୁଡିଆମ୍ବ,ଶଗଡପଟା ପଞ୍ଚାୟତ ରେ ଟସର ସାଥୀ ମାନଙ୍କୁ ମେଟ୍ ଭାବର ନିଯୁକ୍ତ କରି ବେଆଇନ ଭାବେ ପଞ୍ଚିକରଣ କରି ଏନ୍ ଏମ୍ .ଏମ୍.ଏମ୍.ଏସ୍. ଏପିପିଏସ୍ କରିଥିଵା ଅଭିଯୋଗ ହୋଇଛି। ଆଜି ଏହି ପ୍ରତିବାଦରେ କେନ୍ଦୁଝର ଜିଲ୍ଲାପାଳ ଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି।ତେବେ ଏହା ଓଡିଶା ସରକାର ପଞ୍ଚାୟତ ରାଜ ଓ ପାନୀୟ ଜଳ... Read More