0 Comment
କଟକ: କଟକ ଜିଲା ପ୍ରଶାସନର ଅଭିନବ ଉଦ୍ୟମ। ଆରମ୍ଭ ହେଲା ମିଶନ ‘ସୁପର୍-୩୦’ । ରାଜ୍ୟର ପ୍ରଥମ ପର୍ଯ୍ୟାୟରେ କଟକ ଜିଲ୍ଲା ଆଠଗଡ଼ର ବିଶ୍ବନାଥ ବିଦ୍ୟାପୀଠ ଓ ସରକାରୀ ବାଳିକା ବିଦ୍ୟାଳୟ ବିଦ୍ୟାର୍ଥୀଙ୍କୁ ନେଇ ଆରମ୍ଭ ହୋଇଛି ଅଭିଯାନ। ଛାତ୍ରଛାତ୍ରୀଙ୍କ ମେଧା ଶକ୍ତିର ଅନୁଧ୍ୟାନ କରାଯାଇ କିପରି ସେମାନେ ମାଟ୍ରିକରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିବେ ଓ ଏ-୧ ଗ୍ରେଡରେ ପାସ୍ କରିବେ, ସେନେଇ ପ୍ରଶିକ୍ଷଣ ଦିଆଯିବ । ପ୍ରସ୍ତୁତି କରିବେ ଅଭିଜ୍ଞ ଶିକ୍ଷକଙ୍କ ସହ... Read More