August 29, 2022 0 Comment କୁଖ୍ୟାତ ଅପରାଧୀର ମୃତ୍ୟୁରାଉରକେଲା : କଟକର କୁଖ୍ୟାତ ଅପରାଧୀ ଭଜନା ଓରଫ ସଞ୍ଜୟ ସାହୁର ମୃତ୍ୟୁ । ରାଉରକେଲା ଜେଲରେ ଥିଲା ଭଜନା । ସୂଚନା ଯେ, ଭଜନା ନାଁରେ ଥିଲା ୨୦ଟି ସଂଗୀନ ମାମଲା । ଡି ବ୍ରଦର୍ସ ଗାଙ୍ଗର ପ୍ରମୁଖ ସଦସ୍ୟ ଥିଲା ଭଜନା । ଓମ୍-ଦୀପୁ ହତ୍ୟା ମାମଲାରେ ଗିରଫ ହୋଇଥିଲା । ରାଜ୍ୟ
August 29, 2022 0 Comment ବିକୃତ ମୂର୍ତ୍ତି ମାମଲାରେ ହସ୍ତକ୍ଷେପ କଲେନି ହାଇକୋର୍ଟକଟକ : କଟକରେ ବିକୃତ ଗଣେଶ ମୂର୍ତ୍ତି ତିଆରି ସଂପର୍କିତ ମାମଲା। ମାମଲାରେ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ । ନିଷ୍ପତ୍ତି ପୋଲିସ୍ ପ୍ରଶାସନ ଉପରେ ଛାଡ଼ିଲେ ହାଇକୋର୍ଟ । କଟକରେ ବିକୃତ ଗଣେଶ ମୂର୍ତ୍ତି ପ୍ରସ୍ତୁତିକୁ ନେଇ ବିବାଦ ଦେଖା ଦେଇଥିଲା । ବିକୃତ ମୂର୍ତ୍ତିକୁ ପୂଜା ପେଣ୍ଡାଲକୁ ପଠାଇବା ଲାଗି ବାରଣ କରିଥିଲା ପୋଲିସ୍ । ପୋଲିସ୍ ବାରଣକୁ ଚ୍ୟାଲେଞ୍ଜ କରି ମୂର୍ତ୍ତି କାରୀଗର ହାଇକୋର୍ଟ ଯାଇଥିଲେ । ରାଜ୍ୟ
August 29, 2022 0 Comment ଇଞ୍ଜିନିୟରିଂ ଛାତ୍ରଙ୍କ କାର୍ ଦୁର୍ଘଟଣାଗ୍ରସ୍ତ : ୧ ଛାତ୍ର ମୃତ, ୫ ଗୁରୁତରବ୍ରହ୍ମପୁର : ଗୋପାଳପୁର ବୁଲି ଭୁବନେଶ୍ୱର ଫେରୁଥିବା ୬ ଇଞ୍ଜିନିୟରିଂ ଛାତ୍ର ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ସେମାନେ ଯାଉଥିବା କାର୍ ଗଞ୍ଜାମ ଥାନା ଅଗସ୍ତି ନୂଆଁଗାଁ ଛକ ନିକଟରେ ଡିଭାଇଡରକୁ ପିଟି ଏକ ଟ୍ରକକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ଛାତ୍ରଜଣକ ନାମ ଦେବରାଜ । ଆହତମାନେ ହେଲେ ସୁରଜ କୁମାର ମହନ୍ତ, ସର୍ଭେସ ମହନ୍ତ, ସନୱାଜ, ଅର୍କ... Read More ରାଜ୍ୟ
August 29, 2022 0 Comment ମାଲକାନଗିରି : ଷ୍ଟ୍ରଙ୍ଗ ରୁମରେ ଓଟିଇଟି ପ୍ରଶ୍ନପତ୍ର, ବାହାରେ ବୁଲୁଛି ଉତ୍ତରମାଲକାନଗିରି: ସୋମବାର ରାଜ୍ୟବ୍ୟାପୀ ଓଟିଇଟି ପରୀକ୍ଷା ଆୟୋଜିତ ହୋଇଛି। ଶହ ଶହ ଶିକ୍ଷକ ଏହି ପରୀକ୍ଷା ଦେଉଛନ୍ତି। ସକାଳୁ ଏହି ପରୀକ୍ଷାର ପ୍ରଥମ ସିଟିଙ୍ଗ ଆରମ୍ଭ ହୋଇଥିଲା ଓ ଅପରାହ୍ନରେ ଦ୍ୱିତୀୟ ସିଟିଙ୍ଗ ଅଛି। ତେବେ ସବୁଠାରୁ ବଡ କଥା ହେଲା ପ୍ରଥମ ସିଟିଙ୍ଗ ଆରମ୍ଭ ହେବା ପୂର୍ବରୁ ଏହି ସିଟିଙ୍ଗର ଉତ୍ତର ମୋବାଇଲଠୁ ମୋବାଇଲ ଘୁରି ବୁଲୁଛି। ସୂଚନା ମୁତାବକ ୨୭ ତାରିଖ ଦିନ ଏହି ପ୍ରଶ୍ନ ପତ୍ର ଆସି କଡା ସୁରକ୍ଷା ମଧରେ ମାଲକାନଗିରି... Read More ରାଜ୍ୟ
August 29, 2022 0 Comment ରାଜ୍ୟରେ ୨୨୧ ନୂଆ ପଜିଟିଭ ଚିହ୍ନଟଭୁବନେଶ୍ବର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୩ ଶହ ତଳେ ହିଁ ରହିଛି । ଦୈନିକ କୋରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ୨୨୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୨୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୯୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ପଜିଟିଭଙ୍କ ମଧ୍ୟରୁ ୩୧ ଜଣ ୧୮ ବର୍ଷରୁ କମ୍ ବୟସ୍କ ଅଛନ୍ତି । ଖୋର୍ଦ୍ଧା ଜିଲାରୁ ସର୍ବାଧିକ... Read More ରାଜ୍ୟ
August 29, 2022 0 Comment ନୂଆଁଖାଇରେ ଚାଷୀଙ୍କୁ ମିଳିବ ‘କାଳିଆ’ ସହାୟତା ରାଶିଭୁବନେଶ୍ୱର : ପାର୍ବଣ ଋତୁରେ ରାଜ୍ୟର କୃଷକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଉପହାର ଦେବାକୁ ଯାଉଛନ୍ତି। ନୂଆଁଖାଇରେ ଚାଷୀଙ୍କୁ ‘କାଳିଆ’ ସହାୟତା ରାଶି ଦିଆଯାଇପାରେ। ପଶ୍ଚିମ ଓଡ଼ିଶାର ଏହି କୃଷିଭିତ୍ତିକ ଗଣପର୍ବରେ ରାଜ୍ୟର ୪୧ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ପ୍ରାୟ ୮୦୦ କୋଟି ଟଙ୍କାର ସହାୟତା ବଣ୍ଟନ କରାଯିବ। ଏଥିପାଇଁ କୃଷି ବିଭାଗ ପ୍ରସ୍ତୁତି କରିଛି। ରାଜ୍ୟ ସରକାର ଚଳିତବର୍ଷ ବଜେଟରେ କୃଷିକ୍ଷେତ୍ର ଲାଗି ସର୍ବାଧିକ ୨୧,୧୬୬ କୋଟି ଟଙ୍କାର ବ୍ୟୟବରାଦ କରିଥିବାବେଳେ ଏଥିରୁ ‘କାଳିଆ’... Read More ରାଜ୍ୟ
August 29, 2022 0 Comment ଆଜି ମୁଖ୍ୟମନ୍ତ୍ରୀ ପ୍ରଦାନ କରିବେ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାରଭୁବନେଶ୍ୱର : ଜାତୀୟ କ୍ରୀଡା ଦିବସରେ ଆଜି ପ୍ରଦାନ କରାଯିବ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ପ୍ରଦାନ କରିବେ । ପୂର୍ବତନ କ୍ରିକେଟର ଦେବାଶିଷ ମହାନ୍ତିଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର ଦିଆଯିବ । ଭାରୋତ୍ତୋଳିକା ଝିଲ୍ଲୀ ଦଳବେହେରା ଓ କୋଚ ବିଷ୍ଣୁ ପ୍ରସାଦ ମିଶ୍ର ମଧ୍ୟ ପୁରସ୍କାର ପାଇବେ । କ୍ରୀଡା ସାମ୍ବାଦିକତା ପାଇଁ ବେଣୁଧର ଦାସଙ୍କୁ ପୁରସ୍କୃତ କରାଯିବ । କ୍ରୀଡାକୁ ପ୍ରୋତ୍ସାହନ ପାଇଁ ରାଉରକେଲା ଷ୍ଟିଲ... Read More ଖେଳ, ରାଜ୍ୟ
August 29, 2022 0 Comment ଜୟନ୍ତୀରେ ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀଭୁବନେଶ୍ୱର : ହକି ଯାଦୁକର ଧ୍ୟାନଚାନ୍ଦଙ୍କ ଆଜି ଜୟନ୍ତୀ। ତାଙ୍କ ଜନ୍ମତିଥିକୁ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଏ। ଧ୍ୟାନଚାନ୍ଦଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜର ଯାଦୁକରୀ ହକିରେ ବିଶ୍ୱର କ୍ରୀଡ଼ାପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ଧ୍ୟାନଚାନ୍ଦ। ଧ୍ୟାନଚାନ୍ଦଙ୍କ ସ୍ୱର୍ଣ୍ଣିମ ସଫଳତା କ୍ରୀଡାବିତଙ୍କୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ
August 29, 2022 0 Comment ରାଜ୍ୟରେ ମୌସୁମୀ ବାୟୁ ପ୍ରବାହ ନିଷ୍କ୍ରିୟ; ବର୍ଷାର ପରିମାଣ ହ୍ରାସ ଓ ତାପମାତ୍ରାରେ ବୃଦ୍ଧିଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ମୌସୁମୀ ବ୍ରେକ୍ ଜାରି ରହିଛି। ରାଜ୍ୟରେ ମୌସୁମୀ ବାୟୁ ପ୍ରବାହ ନିଷ୍କ୍ରିୟ ରହିଛି। ଏଥି ଯୋଗୁଁ ବର୍ଷାର ପରିମାଣ ହ୍ରାସ ପାଇଛି ଓ ତାପମାତ୍ରାରେ ବୃଦ୍ଧି ଘଟିଛି। ଫଳରେ ଅସହ୍ୟ ଗୁଳୁଗୁଳି ଜାରି ରହିଛି । ସାଧାରଣତଃ ମୌସୁମୀ ନିଷ୍କ୍ରିୟ ରହିଲେ ଆକାଶ ମେଘମୁକ୍ତ ରହୁଛି ଓ ସୂର୍ଯ୍ୟକିରଣ ସିଧାସଳଖ ପୃଥିବୀ ଉପରେ ପଡ଼ୁଛି। ଏହାର ପ୍ରଭାବରେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଗୁଳୁଗୁଳି ହେଉଛି। ଅନ୍ୟପଟେ ତାପମାତ୍ରା ବୃଦ୍ଧି... Read More ରାଜ୍ୟ
August 29, 2022 0 Comment ୩୧ରୁ ୬ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଭୁବନେଶ୍ୱର : ଚଳିତବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ‘ମେକ ଇନ ଓଡ଼ିଶା’ କନକ୍ଲେଭ ଆୟୋଜନ ହେବ । ଏହାକୁ ସଫଳ କରିବା ପାଇଁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚଳାଇଛନ୍ତି । ଏହି କ୍ରମରେ ଆସନ୍ତା ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ପ୍ରଥମ ଦିନରେ ସେଠାରେ ଆୟୋଜିତ ହେବାକୁ ଥିବା ଇନଭେଷ୍ଟର୍ସ ଆଣ୍ଡ୍ ଆମ୍ବାସାଡର ମିଟରେ... Read More ରାଜ୍ୟ