ରାଉରକେଲା : କଟକର କୁଖ୍ୟାତ ଅପରାଧୀ ଭଜନା ଓରଫ ସଞ୍ଜୟ ସାହୁର ମୃତ୍ୟୁ । ରାଉରକେଲା ଜେଲରେ ଥିଲା ଭଜନା । ସୂଚନା ଯେ, ଭଜନା ନାଁରେ ଥିଲା ୨୦ଟି ସଂଗୀନ ମାମଲା । ଡି ବ୍ରଦର୍ସ ଗାଙ୍ଗର ପ୍ରମୁଖ ସଦସ୍ୟ ଥିଲା ଭଜନା । ଓମ୍-ଦୀପୁ ହତ୍ୟା ମାମଲାରେ ଗିରଫ ହୋଇଥିଲା ।
![](https://theajikali.com/wp-content/uploads/2022/07/Deadbody-S.jpg)
August 29, 2022
0 Comment
219 Views
କୁଖ୍ୟାତ ଅପରାଧୀର ମୃତ୍ୟୁ
by Editor