0 Comment
ନୂଆଦିଲ୍ଲୀ : ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ଯୁବ ବ୍ୟାଟର ଇଶାନ କିଶନଙ୍କ ରେକର୍ଡ ଦ୍ୱିଶତକ ପରେ ଭାରତୀୟ ଦଳରେ ଭେଟେରାନ ଓପନର ଶିଖର ଧାୱନଙ୍କ ସ୍ଥାନ ଏବେ ଅନିଶ୍ଚିତ ହୋଇପଡିଛି । ନୂଆ ଚୟନ କମିଟି ଗଠନ ପରେ ଧାୱନଙ୍କ ଦିନିକିଆ ଭବିଷ୍ୟତ ଉପରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି । କେବଳ ଦିନିକିଆ ଫର୍ମାଟରେ ଖେଳୁଥିବା ଧାୱନ ଗତ ୮ଟି ମ୍ୟାଚରେ ସଂଘର୍ଷ କରିଛନ୍ତି । ପାୱାରପ୍ଲେ’ ଓଭରରେ ଏହି ବାମହାତୀ ବ୍ୟାଟ୍ସମ୍ୟାନଙ୍କ ପୁରୁଣାକାଳିଆ... Read More