0 Comment
ମେଷ : ଆପଣ ସନ୍ତାନର କ୍ୟାରିୟରକୁ ନେଇ ଚିନ୍ତିତ ରହିବେ। ସହଭାଗୀତାରେ କୌଣସି କାମ କରନ୍ତୁ ନାହିଁ। ଏଥିରେ ଆପଣଙ୍କୁ କ୍ଷତି ହୋଇପାରେ। ଲେଣଦେଣ ମାମଲାରେ ସାବଧାନ ରୁହନ୍ତୁ। ବୃଷ : ଆପଣଙ୍କ ପାଇଁ ଦିନଟି ଲାଭଦାୟକ ହେବ। ପୈତୃକ ସମ୍ପତ୍ତି ମାମଲାରେ ବିଜୟୀ ହୋଇପାରନ୍ତି। ବ୍ୟବସାୟରେ ଭାବିଚିନ୍ତି କୌଣସି ନିବେଶ କରନ୍ତୁ। ଘରେ ପୂଜାପାଠର ଆୟୋଜନ ହେବ। ମିଥୁନ : ଯଦି କୌଣସି ଯାତ୍ରାରେ ଯାଉଛନ୍ତି, ତା’ ହେଲେ ସାବଧାନତା ଅବଲମ୍ବନ କରନ୍ତୁ। ଆଜି ଆପଣଙ୍କୁ... Read More