ଭୁବନେଶ୍ୱର : ଆଜି ବିଶିଷ୍ଟ ସମାଜସେବୀ ତଥା ନାରୀ ଶିକ୍ଷାର ପ୍ରବକ୍ତା ଶୈଳବାଳା ଦାସଙ୍କ ଜୟନ୍ତୀ ପାଳନ କରାଯାଉଛି। ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ଯରେ ନାରୀ ଶିକ୍ଷାର ପ୍ରସାର, ନାରୀ ସଶକ୍ତିକରଣ ତଥା ସମାଜ ସଂସ୍କାର କ୍ଷେତ୍ରରେ ତାଙ୍କର ବହୁମୂଲ୍ୟ ଅବଦାନ ସର୍ବଦା ସ୍ମରଣୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

March 25, 2023
0 Comment
230 Views
ସମାଜସେବୀ ଶୈଳବାଳା ଦାସଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
by Editor