ଭୁବନେଶ୍ୱର : ବିଶ୍ୱ ତପନ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ ହ୍ରାସ ସହ ବିଦ୍ୟୁତ ସଂରକ୍ଷଣର ବାର୍ତ୍ତା ଦେବାକୁ ଗତ କିଛି ବର୍ଷ ବିଶ୍ୱରେ ପାଳନ ହୋଇ ଆସୁଛି ‘ଆର୍ଥ ଆୱ।ର ‘। ଏଥିପାଇଁ ରାତିରେ ଏକ ଘଣ୍ଟା ପାଇଁ ଲାଇଟ୍ ସୁଇଚ ଅଫ୍ କରାଯାଏ । ଆଜି ବି ବିଶ୍ଵରେ ଆର୍ଥ ଆୱ।ର ପାଳନ କରାଯାଇ ଏକ ଘଣ୍ଟା ପାଇଁ ସମସ୍ତେ ଲାଇଟ ଲିଭାଇ ଅନ୍ଧାରରେ ରହିବେ । ଆର୍ଥ ଆୱ।ର ପାଳନ ପୂର୍ବକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆଜି ଘଣ୍ଟାଏ ପାଇଁ ନବୀନ ନିବାସରେ ସବୁ ଲାଇଟ୍ ଲିଭାଇବେ । ପୃଥିବୀର ମଙ୍ଗଳ ପାଇଁ ବିଶ୍ୱସ୍ତରରେ ହେଉଥିବା ଏହି ଉଦ୍ୟମରେ ସାମିଲ ହେବା ପାଇଁ ସମସ୍ତଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ।
![](https://theajikali.com/wp-content/uploads/2023/03/Screenshot_2023-03-25-09-16-22-72_0b2fce7a16bf2b728d6ffa28c8d60efb-750x430-1.jpg)
March 25, 2023
0 Comment
164 Views
ଆର୍ଥ ଆୱାର ପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ
by Editor
ଭୁବନେଶ୍ୱର : ବିଶ୍ୱ ତପନ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ ହ୍ରାସ ସହ ବିଦ୍ୟୁତ ସଂରକ୍ଷଣର ବାର୍ତ୍ତା ଦେବାକୁ ଗତ କିଛି ବର୍ଷ ବିଶ୍ୱରେ ପାଳନ ହୋଇ ଆସୁଛି ‘ଆର୍ଥ ଆୱ।ର ‘। ଏଥିପାଇଁ ରାତିରେ ଏକ ଘଣ୍ଟା ପାଇଁ ଲାଇଟ୍ ସୁଇଚ ଅଫ୍ କରାଯାଏ । ଆଜି ବି ବିଶ୍ଵରେ ଆର୍ଥ ଆୱ।ର ପାଳନ କରାଯାଇ ଏକ ଘଣ୍ଟା ପାଇଁ ସମସ୍ତେ ଲାଇଟ ଲିଭାଇ ଅନ୍ଧାରରେ ରହିବେ । ଆର୍ଥ ଆୱ।ର ପାଳନ ପୂର୍ବକ ମୁଖ୍ୟମନ୍ତ୍ରୀ... Read More