ପୁରୀ : ଶ୍ରୀମନ୍ଦିରକୁ ୫ କୋଟି ଟଙ୍କା ଦାନ କରିଛନ୍ତି ଜଣେ ଶ୍ରଦ୍ଧାଳୁ। ଜଣେ ବଦାନ୍ୟ ଶ୍ରଦ୍ଧାଳୁ ଏହି ଅର୍ଥକୁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ପ୍ରଦାନ କରିଥିବା ସୂଚନା ମିଳିଛି। ଶ୍ରଦ୍ଧାଳୁଙ୍କ ପ୍ରକୃତ ପରିଚୟ ମିଳିପାରିନାହିଁ।
October 18, 2024
0 Comment
0 Views
ଶ୍ରୀମନ୍ଦିରକୁ ୫ କୋଟି ଦାନ କଲେ ଶ୍ରଦ୍ଧାଳୁ
by Editor