ନୂଆଦିଲ୍ଲୀ : ଭାରତର ବଡ ବିଜୟ। ୮ ପୂର୍ବତନ ନୌସେନା ଅଧିକାରୀ କାତାରରୁ ମୁକ୍ତ । ମୁକ୍ତ ୮ ଜଣଙ୍କ ମଧ୍ଯରୁ ୭ ଜଣ ଭାରତରେ ପହଞ୍ଚିଲେ । ଗୁପ୍ତଚର କାର୍ଯ୍ୟ ମାମଲାରେ ସେମାନଙ୍କୁ ମୃତ୍ୟୁଦଣ୍ଡ ମିଳିଥିଲା । ଅପିଲ୍ ପରେ ସେମାନଙ୍କ ଦଣ୍ଡ କୋହଳ କରାଯାଇଥିଲା । ଦ୍ବିପାକ୍ଷିକ ଆଲୋଚନା ପରେ ସେମାନଙ୍କୁ ମୁକ୍ତି ମିଳିଥିଲା । କାତାର ସରକାରଙ୍କୁ କୃତଜ୍ଞତା ଜଣାଇଲେ ଭାରତ ସରକାର ।
![](https://theajikali.com/wp-content/uploads/2024/02/download.jpg)
February 12, 2024
0 Comment
103 Views
ଭାରତର ବଡ ବିଜୟ, କତାରରୁ ମୁକୁଳିଲେ ୮ ପୂର୍ବତନ ନୌସେନା ଅଧିକାରୀ
by Editor