0 Comment
ମେଷ– କଳହ ଯୋଗ ରହିଛି । ଯାନ ବାହନରେ ସତର୍କତା ଅବଲମ୍ବନ କରନ୍ତୁ । ଅଙ୍ଗରେ ଆଘାତ ଲାଗିପାରେ । ଚତୁର୍ଥ ଚନ୍ଦ୍ର ଯୋଗୁଁ ମାନହାନି ହେବାର ସମ୍ଭାବନା ରହିଛି । ବିଦ୍ୟାର୍ଥୀମାନେ ପରିଶ୍ରମର ଫଳ ପାଇବେ । ଚାଷ ଭଲ ହେବ । ଚାକିରି କ୍ଷେତ୍ରରେ ଉଚ୍ଚପଦସ୍ଥ ହେବେ । ବୃଷ– ମନ ଉତ୍ସାହିତ ଓ ପ୍ରଫୁଲ୍ଲିତ ରହିବ । କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ଉଚ୍ଚ ସମ୍ମାନ ପ୍ରାପ୍ତି ହେବ । ଭ୍ରମଣର... Read More