0 Comment
କାମାକ୍ଷାନଗର : ଆଜି ଭୋର୍ରେ କାମାକ୍ଷା ନଗର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ଜଣ ପ୍ରାଣ ହରାଇଛନ୍ତି । କାମାକ୍ଷାନଗରର ପଥରଖମ୍ବ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତକମାନେ କାମାକ୍ଷାନଗର ଥାନା ବାଙ୍ଗୁରା ଗାଁର ବୋଲି ଜଣାପଡିଛି । ମୃତକ ଅନନ୍ତ ସାମଲ ,ପ୍ରହ୍ଲାଦ ସାମଲ, ଆଦିକନ୍ଦ ସାମଲ, ଅଙ୍କୁର ସାମଲ ଓ ତାଙ୍କ ୧୩ ବର୍ଷର ପୁଅ ଦିବ୍ୟରଞ୍ଜନ ସାମଲ ଟୋଲ ବା ମହୁଲ ଫଳ ପେଡ଼ିବା ପାଇଁ ଆଜି ଏ ଅଟୋ... Read More