0 Comment
ନୂଆଦିଲ୍ଲୀ: ଲୋକପ୍ରିୟ ପେମେଣ୍ଟ ମାଧ୍ୟମ ‘ୟୁନାଇଟେଡ୍ ପେମେଣ୍ଟ ଇଣ୍ଟରଫେସ୍’ (ୟୁପିଆଇ) ଉପରେ ଚାର୍ଜ ଲାଗିବା ନେଇ ଚର୍ଚ୍ଚା ମଧ୍ୟରେ ଅର୍ଥ ମନ୍ତ୍ରଣାଳୟ ସ୍ପଷ୍ଟୀକରଣ ଦେଇଛି । ଲୋକଙ୍କ ପାଇଁ ୟୁପିଆଇ ଏକ ଉପଯୋଗୀ ଡିଜିଟାଲ୍ ସେବା ଏବଂ ସରକାର ଏହା ଉପରେ କୌଣସି ଶୁଳ୍କ ଲଗାଇବାକୁ ବିଚାର କରୁନାହାଁନ୍ତି ବୋଲି ମନ୍ତ୍ରଣାଳୟ କହିଛି। ମନ୍ତ୍ରଣାଳୟର ଏହି ସ୍ପଷ୍ଟୀକରଣ ପରେ ୟୁପିଆଇ ଉପରେ ଚାର୍ଜ ଲାଗିବା ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । ୟୁପିଆଇ ଉପରେ ଚାର୍ଜ... Read More