0 Comment
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ତଥା ଧରାକୋଟ ଥାନା ଅର୍ନ୍ତଗତ ଢଉଗାଁ ଛକରେ ଶୁକ୍ରବାର ରାତି ପ୍ରାୟ ୧୧ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶୀତୁଆ ଓ ଅନ୍ଧକାର ରାତିରେ ଦୁଇଟି ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାଳକୃଷ୍ଣ ଗୈଡ। କୁହୁଡ଼ି ଯୋଗୁଁ ଘଟିଥିବା ଦୁର୍ଘଟଣା ଏତେ ସାଂଘାତିକ ଥିଲା ଯେ ଦୁଇ ବସ୍ ମଧ୍ୟରେ ଚାପି ହୋଇ ଦିଲଖୁସ ନାମକ ବସଟିର ଚାଳକ... Read More